ETV Bharat / international

Bomb Explosion In Pakistan: ପେଶାୱାରରେ ବୋମା ବିସ୍ଫୋରଣ, ୩୦ ମୃତ

author img

By

Published : Mar 4, 2022, 3:43 PM IST

ପାକିସ୍ତାନ ପେଶାୱାରରେ ବୋମା ବିସ୍ଫୋରଣରେ ୩୦ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ପେଶାୱାରର ବୋମ ବିସ୍ଫୋରଣ: ୩୦ ମୃତ
ପେଶାୱାରର ବୋମ ବିସ୍ଫୋରଣ: ୩୦ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରରେ ବୋମା ବିସ୍ଫୋରଣ । ୩୦ଜଣଙ୍କ ମୃତ୍ୟୁ । ଏଥିସହ ୫୦ ଜଣ ଆହତ ହୋଇଥିବା ସୂଚାନା । ଆଜି ପେଶାୱାର ଏକ ମସଜିଦରେ ନମାଜ ପାଠ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଅନ୍ୟପଟେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ପେଶାୱାର ସିଟି ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ଖବର ସରବରାହ ସଂସ୍ଥା ANI ପକ୍ଷରୁ ଟ୍ବିଟ୍ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.