ETV Bharat / international

ଇସ୍ରାଏଲରେ ଅଶାନ୍ତି, ଜୋର ଧରିଛି ନେତ୍ୟାନାହୁଙ୍କ ଇସ୍ତଫା ଦାବି

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ବିକ୍ଷୋଭ ପ୍ରର୍ଦଶନ । ଅଧିକ ପଢନ୍ତୁ...

author img

By

Published : Jan 24, 2021, 3:23 PM IST

Updated : Jan 25, 2021, 6:10 AM IST

ଜୋର ଧରିଛି ନେତାନେହୁଙ୍କ ଇସ୍ତାଫା ଦାବି
ଜୋର ଧରିଛି ନେତାନେହୁଙ୍କ ଇସ୍ତାଫା ଦାବି

ଜେରୁଜେଲମ୍: ଦୁର୍ନୀତି ଘେରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ । ହଜାର ହଜାର ଲୋକ ଜେରୁଜେଲମରେ ଏକତ୍ରିତ ହୋଇଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ଜୋର ଧରିଛି ନେତାନେହୁଙ୍କ ଇସ୍ତାଫା ଦାବି

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିରୋଧରେ ଠକେଇ, ବିଶ୍ବାସଘାତକତା ଏବଂ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏହି ମାମଲାଗୁଡ଼ିକ ତାଙ୍କ କୋଟିପତି ସହକର୍ମୀ ଏବଂ ମିଡିଆ ପ୍ରତିନିଧିଙ୍କ ସହିତ ଜଡିତ । ନେତ୍ୟାନାହୁଙ୍କ ଉପରେ ଲାଗିଥିବା ଏ ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି । ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ନେଇ ବିକ୍ଷୋଭକାରୀମାନେ କହିଛନ୍ତି ସେ ଏହି ଅଭିଯୋଗ ସହିତ କେବେ ବି ଦେଶକୁ ସଠିକ ଭାବରେ ଆଗେଇ ନେଇ ପାରିବେ ନାହିଁ ।

ଗତ ବର୍ଷରୁ ପ୍ରଧାନମନ୍ତ୍ରୀ ନେତ୍ୟାନାହୁଙ୍କ ବାସଭବନ ନିକଟରେ ସାପ୍ତାହିକ ବିକ୍ଷୋଭ ପ୍ରର୍ଦଶନ ହୋଇ ଆସୁଛି । ଶତାଧିକ ଲୋକ ଏକତ୍ରିତ ହୋଇ ବେଞ୍ଜାମିନଙ୍କ ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2021, 6:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.