ETV Bharat / international

ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ - ଭୟାବହ ଅଗ୍ନିକାଣ୍ଡ

ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ମଧ୍ୟାହ୍ନରେ ବନ୍ଦରର ଡ୍ୟୁଟିମୁକ୍ତ ଅଞ୍ଚଳରେ ତେଲ ଏବଂ ଟାୟାର ରଖାଯାଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ସେହି ସ୍ଥାନରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ନିର୍ଗତ ହୋଇଥିଲା । ଅଧିକ ପଢନ୍ତୁ...

ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ
ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ
author img

By

Published : Sep 10, 2020, 5:21 PM IST

Updated : Sep 10, 2020, 5:34 PM IST

ବେରୁଟ: ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ମଧ୍ୟାହ୍ନରେ ବନ୍ଦରର ଡ୍ୟୁଟିମୁକ୍ତ ଅଞ୍ଚଳରେ ତେଲ ଏବଂ ଟାୟାର ରଖାଯାଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ସେହି ସ୍ଥାନରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ନିର୍ଗତ ହୋଇଥିଲା ।

ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ

ଲେବାନନ ସେନା ପକ୍ଷରୁ କୁହାଯାଇଛି ଯେ, ତେଲ ଏବଂ ଟାୟାର ରଖାଯାଇଥିବା ଗୋଦାମରେ ନିଆଁ ଲାଗିଛି । ସେଠାରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି । ଏହି ଅପରେସନରେ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ 4ରେ ସଂଘଟିତ ଶକ୍ତିଶାଳୀ ବିସ୍ଫୋରଣରେ 190ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲାବେଳେ ପ୍ରାୟ 6,500 ଲୋକ ଆହତ ହୋଇଥିଲେ । ଏଥିରେ ସହରର ହଜାର ହଜାର ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2020, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.