ETV Bharat / international

ଏଣିକି ଇସ୍ରାଏଲ ସଂସଦରେ ରହିବେ 6 ସମଲିଙ୍ଗୀ ସାଂସଦ - gay MPs

ନୂଆ ନିୟମ ପରେ ଇସ୍ରାଏଲ ସମଲିଙ୍ଗୀ ସାଂସଦଙ୍କ ସଂଖ୍ୟା ନିର୍ଣ୍ଣୟ କରିଛି । 120 ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ 5ଟି ରାଜନୈତିକ ଦଳରୁ 6 ଜଣ ସମଲିଙ୍ଗୀ ସାଂସଦ ରହିବେ ବୋଲି ଜଣାପଡିଛି ।

 ଇସ୍ରାଏଲ ସଂସଦ
ଇସ୍ରାଏଲ ସଂସଦ
author img

By

Published : Jun 20, 2020, 5:34 PM IST

ଜେରୁଜେଲମ: ନୂଆ ନିୟମ ପରେ ଇସ୍ରାଏଲ ସମଲିଙ୍ଗୀ ସାଂସଦଙ୍କ ସଂଖ୍ୟା ନିର୍ଣ୍ଣୟ କରିଛି । 120 ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ 5ଟି ରାଜନୈତିକ ଦଳରୁ 6 ଜଣ ସମଲିଙ୍ଗୀ ସାଂସଦ ରହିବେ ବୋଲି ଜଣାପଡିଛି ।

 ଇସ୍ରାଏଲ ସଂସଦ
ଇସ୍ରାଏଲ ସଂସଦ

ଗତ ବର୍ଷ ଇସ୍ରାଏଲରେ ପ୍ରଥମ ଥର ପାଇଁ ଜଣେ ସମଲିଙ୍ଗୀ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଥିଲା । ସମାଜର କିଛି ବର୍ଗର ବିରୋଧ ସତ୍ବେ ମଧ୍ୟ ପୂର୍ବ ଇସ୍ରାଏଲରେ ସମଲିଙ୍ଗୀଙ୍କ ପ୍ରତି ପ୍ରଗତିଶୀଳ ଚିନ୍ତାଧାରା ରହିଛି । ତେବେ 1993 ସେ ସେମାନଙ୍କୁ ସେନାରେ ସେବା କରିବାର ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା ।

ତେବେ ସେଣ୍ଟ୍ରିଷ୍ଟ ଗୁଟର ସଦସ୍ୟ ୟୋରୈ ଲାହବ-ହର୍ଟଜାନୋ ଆଗାମି ସପ୍ତାହରେ ଇସ୍ରାଏଲ ସଂସଦର ଷଷ୍ଠ ସାଂସଦ ହେବେ । ସେ ପ୍ରଧାନମନ୍ତ୍ରୀ ବେନୀ ଗେଂଜଣ୍ଟଙ୍କ ବ୍ଲୁ ଆଣ୍ଡ ହ୍ବାଇଟ ପାର୍ଟିର 5 ସଦସ୍ୟଙ୍କ ମଧ୍ୟରୁ ଜଣଙ୍କ ସ୍ଥାନ ନେବେ । ଏହାପୂର୍ବରୁ ଗତବର୍ଷ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଲିକୁଡ ପାର୍ଟିରୁ ଅମିର ଓହାନା ଇସ୍ରାଏଲର ପ୍ରଥମ ସମଲିଙ୍ଗୀ ସଦସ୍ୟ ହୋଇଥିଲେ । ଏହାପରେ ତାଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.