ETV Bharat / international

ମୁସ୍ତାଫା ଖାଦିମୀ ହେଲେ ଇରାକ ପ୍ରଧାନମନ୍ତ୍ରୀ

ଆଜି ଇରାକ ସଂସଦ ଆମେରିକାର ସମର୍ଥିତ ତଥା ପୂର୍ବତନ ଗୁଇନ୍ଦା ମୁଖ୍ୟ ମୁସ୍ତାଫା ଖାଦିମୀଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରିଛନ୍ତି ।

author img

By

Published : May 7, 2020, 11:33 AM IST

iraq
ମୁସ୍ତାଫା ଖାଦିମୀ ହେଲେ ଇରାକ ପ୍ରଧାନମନ୍ତ୍ରୀ

ବାଗଦାଦ: ଇରାକର ପ୍ରଧାନମନ୍ତ୍ରୀ ହେଲେ ମୁସ୍ତାଫା ଖାଦିମୀ । ଆଜି ଇରାକ ସଂସଦ ଆମେରିକାର ସମର୍ଥିତ ତଥା ପୂର୍ବତନ ଗୁଇନ୍ଦା ମୁଖ୍ୟ ମୁସ୍ତାଫା ଖାଦିମୀଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରିଛନ୍ତି । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆମେରିକୀୟମାନଙ୍କ ଖାଦମୀଙ୍କର ଦୃଢ ସମ୍ପର୍କ ରହିଛି ଏବଂ ସେ ଏକ ଖ୍ୟାତିନାମା ବିଶେଷତ୍ବ।

ଆଦେଲ ଅବଦୁଲ ମହଦି ଇସ୍ତଫା ଦେବା ପରେ ଏବଂ ନଭେମ୍ବରରେ ସରକାରୀ ବିରୋଧୀଙ୍କ ସମ୍ମୁଖୀନ ହେବାପରେ ଖାଦିମୀ ଇରାକର ପ୍ରଥମ ପ୍ରକୃତ ପ୍ରଧାନମନ୍ତ୍ରୀ ଅଟନ୍ତି। ଗତ ବର୍ଷ ହଜାର ହଜାର ଇରାକୀ ରାସ୍ତାକୁ ଓହ୍ଲାଇ ଚାକିରି ଦାବି କରିବା ସହ ଇରାକ ଶାସନ ଭାର ସମ୍ଭାଳିଥିବା ଆଦେଲ ଅବଦୁଲଙ୍କ ଇସ୍ତପା ଦାବି କରିଥିଲେ ।

ତେବେ ସଂସଦ ତାଙ୍କ କ୍ୟାବିନେଟରେ ଭୋଟ୍ ଦେବା ପରେ କାଦମି ଟ୍ବିଟ୍ କରି କହିଛନ୍ତି ଯେ, ଇରାକର ସୁରକ୍ଷା, ସ୍ଥିରତା ଆମର ପଥ ଅଟେ । ଏଥିସହ ସେ କହିଛନ୍ତି ବର୍ତ୍ତମାନ କୋରୋନା ମହାମାରୀରେ ଆମେ ଲଢେଇ କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.