ETV Bharat / international

ଭୂକମ୍ପରେ ଥରିଲା ଇରାନ - ଭୂକମ୍ପରେ ଥରିଲା ଇରାନ

ଭୂକମ୍ପରେ ଥରିଲା ଇରାନର ବାନ୍ଦର ଗନାଭା । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ । ଅଧିକ ପଢନ୍ତୁ....

Earthquake of 5.8 Magnitude Rocks Southwest Iran
ଭୂକମ୍ପରେ ଥରିଲା ଇରାନ
author img

By

Published : Apr 18, 2021, 1:49 PM IST

ତେହେରାନ: ଭୂକମ୍ପରେ ଥରିଲା ଇରାନର ବାନ୍ଦର ଗନାଭା । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ କରାଯାଇଛି । ଏନେଇ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ମିଳିଛି । ଏନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ କେହି ମୃତାହତ ହୋଇ ନାହାଁନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଇରାନର ବୁଶେର ଆଣବିକ ଶକ୍ତି କେନ୍ଦ୍ରଠାରୁ ପ୍ରାୟ 100 କିଲୋମିଟର ଦୂରରେ ଥିଲା।

2003ରେ ଇରାନରେ ବାମ ସିଟିରେ 6.6 ମ୍ୟାଗ୍ନିଚ୍ୟୁଡର ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯେଉଁଥିରେ 26 ହଜାର ଲୋକେ ପ୍ରାଣ ହରାଇଥିଲେ । ସେହିପରି, 2017 ରେ ପଶ୍ଚିମ ଇରାନରେ ହୋଇଥିବା 7 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ 600 ରୁ ଅଧିକ ଲୋକ ପ୍ରାଣ ହରାଇ ଥିବା ବେଳେ 9,000 ରୁ ଅଧିକ ଆହତ ହୋଇଥିଲେ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.