ETV Bharat / international

16 ବର୍ଷୀୟ ପାଣିପାଗ ବିଶେଷଜ୍ଞଙ୍କ ମୋଦିଙ୍କୁ ଚେତାବନୀ - massage

ଜଳବାୟୁ ପରିବର୍ତ୍ତନ ନେଇ ମୋଦିଙ୍କୁ ଚେତାବନୀ ଦେଲେ 16 ବର୍ଷୀୟ ପାଣିପାଗ ବିଶେଷଜ୍ଞ ଗ୍ରେଟା ଥୁନବର୍ଗ ।

ଫାଇଲ ଫଟୋ
author img

By

Published : May 17, 2019, 1:31 PM IST

ନୂଆଦିଲ୍ଲୀ: ‘ବେଳ ଥାଉ ଥାଉ ସ୍ଥିତି ସୁଧାରି ନିଅ ନଚେତ୍ ଭୟଙ୍କର ହୋଇପାରେ ଜଳବାୟୁ । କେବଳ କଥାରେ ନୁହେଁ କାମରେ କରି ଦେଖାନ୍ତୁ । ଯଦି ଏତେ ପରେ ବି ସଫଳ ହୁଅନ୍ତି ତେବେ ଇତିହାସରେ ଆପଣ ଜଣେ ଖଳନାୟକ ରୂପେ ଚିହ୍ନଟ ହେବେ’ । ଏନେଇ ମୋଦିଙ୍କୁ ଆଗୁଆ ଚେତାବନୀ ଦେଇଛନ୍ତି 16 ବର୍ଷୀୟ ପାଣିପାଗ ବିଶେଷଜ୍ଞ ଗ୍ରେଟା ଥୁନବର୍ଗ ।

16 ବର୍ଷୀୟ ଗ୍ରେଟା ଥୁନବର୍ଗ ସ୍ବିଡେନର ଜଣେ ପାଣିପାଗ ବିଶେଷଜ୍ଞ । ଯିଏ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ କରିବାର ଜଣେ ପ୍ରମୁଖ ଚେହେରା । ଚଳିତ ବର୍ଷ ତାଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମିତ କରାଯାଇଛି । ତେବେ ଥୁନବର୍ଗ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିଲେ ସ୍ବିଡେନର ଏକ ବିକ୍ଷୋଭ ପ୍ରର୍ଦଶନରୁ। ଯାହା ସାରା ବିଶ୍ବ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲା ।

ତେବେ ଗ୍ରେଟା ଥୁନବର୍ଗ ପୂର୍ବ ବର୍ଷ ଅଗଷ୍ଟରେ ସ୍ବିଡେନ ସାଂସଦ ଭବନ ବାହାରେ ଏକ ସ୍କୁଲ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସେ ଏହି ବିରୋଧ ପ୍ରଦର୍ଶନ ଦ୍ବାରା ସାରା ବିଶ୍ବର ଲିଡର ମାନଙ୍କୁ ସଚେତନ କରାଇଥିଲେ ।

Intro:Body:

gfgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.