ETV Bharat / international

ଜାପାନରେ ୬.୨ ତିବ୍ରତାର ଭୂକମ୍ପ

ଜାପାନର ଇବାରାକିରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତିବ୍ରତା ୬.୨ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 14, 2021, 8:44 AM IST

ଜାପାନର ଇବାରାକିରେ ୬.୨ ତିବ୍ରତାର ଭୂକମ୍ପ
ଜାପାନର ଇବାରାକିରେ ୬.୨ ତିବ୍ରତାର ଭୂକମ୍ପ

ଟୋକିଓ: ଜାପାନରେ ଭୂକମ୍ପ ଝଟକା । ଜାପାନର ଇବାରାକିରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତିବ୍ରତା ୬.୨ ଥିବା ରେକର୍ଡ କରାଯାଇଛି । ଏନେଇ ଜାପାନର ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଜାପାନ ସମୟ ଅନୁଯାୟୀ ସକାଳ ୭ ଟା ୪୬ ସମୟରେ ଏବି ଭୂକମ୍ପ ହୋଇଥିବା ବେଳେ ଏହାର ଉତ୍ତର ଅକ୍ଷାଂଶ ୩୨.୨ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୧୩୮.୨ ଡିଗ୍ରୀ ରହିଥିବା ଜଣାପଡିଛି । ସେହିପରି ଏହାର ଗଭୀରତା ୪୫୦ କିଲୋମିଟର ହୋଇଥିବା ଜଣାପଡିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ସୁନାମି ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.