ETV Bharat / international

ଅଷ୍ଟ୍ରେଲିଆରେ କୁହୁଳିଲା ଆମେରିକା ନିଆଁ, ମାତିଲେ ବିକ୍ଷୋଭକାରୀ - ଅଷ୍ଟ୍ରେଲିଆରେ ଆମେରିକା ଧୂଆଁ

ପୋଲିସ ଓ ଅଷ୍ଟ୍ରେଲିଆ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଶନିବାର ଦେଶରେ କୁହୁଳିଥିଲା କୃଷ୍ଣକାୟଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ନିଆଁ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାରେ କମ୍ପିଥିଲା ଅଷ୍ଟ୍ରେଲିଆର ଗଳିକନ୍ଦି ।

protest in australia, america protest reaches australia, black lives matter, ଅଷ୍ଟ୍ରେଲିଆରେ ବିକ୍ଷୋଭ, ଅଷ୍ଟ୍ରେଲିଆରେ ଆମେରିକା ଧୂଆଁ, କୃଷ୍ଣକାୟଙ୍କୁ ନ୍ୟାୟ ବିକ୍ଷୋଭ
ଅଷ୍ଟ୍ରେଲିଆରେ କୁହୁଳିଲା ଆମେରିକା ନିଆଁ, ମାତିଲେ ବିକ୍ଷୋଭକାରୀ
author img

By

Published : Jun 7, 2020, 12:55 AM IST

କାନବେରା: ପୋଲିସ ଓ ଅଷ୍ଟ୍ରେଲିଆ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଶନିବାର ଦେଶରେ କୁହୁଳିଥିଲା କୃଷ୍ଣକାୟଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ନିଆଁ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାରେ କମ୍ପିଥିଲା ଅଷ୍ଟ୍ରେଲିଆର ଗଳିକନ୍ଦି । ଏହି ଆନ୍ଦୋଳନରେ ହଜାର ହଜାର ନାଗରିକ ସାମିଲ ହୋଇ ବର୍ଣ୍ଣଗତ ଭେଦଭାବକୁ ଦୂର କରି ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ ।

ଏହା ନା ଯେ କେବଳ ମେ’ 25ରେ ଆମେରିକା ପୋଲିସ ହେପାଜତରେ ଆଖି ବୁଜିଥିବା ଜର୍ଜ ଫ୍ଲଏଡଙ୍କ ମୃତ୍ୟୁର ବିକ୍ଷୋଭ ଥିଲା ବରଂ ଏହା ଅଷ୍ଟ୍ରେଲିଆରେ ଜର୍ଜଙ୍କ ପରି ମୃତ୍ୟୁ ମୁଖରେ ପଡିଥିବା ଆହୁରି ଅନେକ କୃଷ୍ଣକାୟଙ୍କ ପାଇଁ ନ୍ୟାୟର ବିକ୍ଷୋଭ ଥିଲା । ଏହି ବିକ୍ଷୋଭରେ 5000 ଲୋକେ ସାମିଲ ହେବା ନେଇ ରିପୋର୍ଟ ରହିଥିବା ବେଳେ ପ୍ରକୃତରେ ପ୍ରାୟ 10 ହଜାର ଲୋକେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.