ETV Bharat / international

ଭାନୁଆତୁ ଦ୍ବୀପରେ 6.7 ତୀବ୍ରତାର ଭୂକମ୍ପ ଅନୁଭୂତ - 6.7 ତୀବ୍ରତାର ଭୂକମ୍ପ

ଭାନୁଆତୁ ଦ୍ବୀପ ପୋର୍ଟ ଭିଲ୍ଲାରେ 6.7 ତୀବ୍ରତାର ଭୂକମ୍ପ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଅଧିକ ପଢନ୍ତୁ...

ଭାନୁଆତୁ ଦ୍ବୀପରେ 6.7 ତୀବ୍ରତାର ଭୂକମ୍ପ
ଭାନୁଆତୁ ଦ୍ବୀପରେ 6.7 ତୀବ୍ରତାର ଭୂକମ୍ପ
author img

By

Published : Feb 16, 2021, 11:10 AM IST

ପୋର୍ଟ ଭିଲ୍ଲା: ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.7 ଆକଳନ ହୋଇଛି । ଆଜୁ ସକାଳୁ 14 କିଲୋମିଟର ଗଭୀରତା ଭୂକମ୍ପ ହୋଇଥିବା ଜିଓଲୋଜିକାଲ ସର୍ଭେରୁ ଜଣାପଡିଛି ।

ଭୂକମ୍ପର ଗଭିରତା 14 କିଲୋମିଟର ଥିବା ବେଳେ ଭୂକମ୍ପ କେନ୍ଦ୍ର ପ୍ରଥମେ 17.75 ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ପରେ 167.759 ଡିଗ୍ରୀ ପୂର୍ବ ଦ୍ରାଘିମାରେ ସ୍ଥିର ହୋଇଥିଲା। ଏ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଭୂକମ୍ପ ହେବା ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ କିଛି ଦିନ ହେବ ଲଗାତାର ଭାବରେ ବିଭିନ୍ନ ଦେଶରେ ଭୂକମ୍ପ ଅନୁଭୂତ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.