ETV Bharat / international

Russia Ukraine War: ହସ୍ପିଟାଲରେ ଆହତ ସୈନ୍ୟଙ୍କୁ ଭେଟିଲେ ଜେଲେନସ୍କି

author img

By

Published : Mar 14, 2022, 11:54 AM IST

ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

Russia Ukraine War: ହସ୍ପିଟାଲରେ ଆହାତ ସୈନ୍ୟଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ: ଦିନକୁ ଦିନ ଗମ୍ଭିର ସ୍ଥିତିରେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ । ଯୁଦ୍ଧ ୧୯ ଦିନରେ ଆସି ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କ ସହ ଆଲୋଚନା କରିବା ସହ ସମ୍ମାନିତ କରିଛନ୍ତି ।

  • Президент України Володимир Зеленський відвідав у госпіталі поранених захисників України 🇺🇦

    🔊 «Хлопці, швидше одужуйте. Вірю: найкращим подарунком до вашої виписки буде наша спільна перемога!» - зазначив @ZelenskyyUa pic.twitter.com/lHYZJHWvp8

    — Defence of Ukraine (@DefenceU) March 13, 2022 " class="align-text-top noRightClick twitterSection" data=" ">

ଏନେଇ ଗତକାଲି(ରବିବାର) ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜେଲେନସ୍କି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୈନିକଙ୍କ ସହ ଆଲୋଚନାର କିଛି ଫଟୋ ସହ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଟ୍ବିଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।

ଏହା ମଧ୍ୟ ପଢନ୍ତୁ: ମେଲିଟିପୋଲ ମେୟର ଅପହରଣ, ଇସ୍ରାଏଲକୁ ସହାୟତା ମାଗିଲେ ଜେଲେନସ୍କି

ସୂଚନାଅନୁସାରେ, ଶନିବାର ୟୁକ୍ରେନ ରାଷ୍ଟ୍ରପତି ଋଷିଆ ଆକ୍ରମଣରେ ୟୁକ୍ରେନର ୧୩୦୦ ସୈନିକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ପ୍ରଥମ ଥର ପାଇଁ ଜେଲେନସ୍କି ସୈନିକଙ୍କ ମୃତାହାତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ୟୁକ୍ରେନ ସେନାର ପାଲଟା ଜବାବରେ ପ୍ରାୟ ୧,୨୦୦ ଋଷ ସେନା ପ୍ରାଣ ହରାଇଥିବା ସେ ଆକଳନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.