ନୂଆଦିଲ୍ଲୀ: ନିଜ ହାତକୁ ଶାସନ ନିଏ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାଙ୍କୁ ଆହ୍ବାନ ଦେଇଛନ୍ତି । ପ୍ରେସମିଟ୍ କରି ଏହା କହିଛନ୍ତି ପୁଟିନ । ଏଥିସହ ଦେଶର ସୁରକ୍ଷା ଓ ପରିଚାଳନା ନେତାଙ୍କ ହାତରେ ନଦେବାକୁ ସେ କହିଛନ୍ତି ।
ଯୁଦ୍ଧରେ ବିରାମ ଲଗେଇବା ପାଇଁ ୟୁକ୍ରେନ ସେନାକୁ ଏଭଳି କହିଛନ୍ତି ପୁଟିନ । ତେବେ ଏହା କେତେ ଦୂର ସଫଳ ହେଉଛୁ ତାହା ଆଗମୀ ସମୟରେ ଜଣାପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ