ETV Bharat / international

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 7000 ପାର

author img

By

Published : Apr 5, 2020, 1:09 AM IST

ଇଟାଲୀ, ସ୍ପେନ ପରେ ଫ୍ରାନ୍ସରେ କୋଭିଡ-19 ନିଜ ପ୍ରଭାବ ଦେଖାଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି । ଅଧିକ ପଢନ୍ତୁ...

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 7000 ପାର
ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 7000 ପାର

ପ୍ୟାରିସ: କୋରୋନା ଭୂତାଣୁର ପ୍ରଭାବ ସାରା ବିଶ୍ବରେ ମାଡିଚାଲିଛି । ଏହି ମହାମାରୀକୁ ରୋକିବା ଏବେ ସବୁ ଦେଶ ପାଇଁ କାଠିକର ପାଠ ପାଲଟିଛି । ବିଶେଷ କରି ୟୁରୋପରେ ସମସ୍ତ ଦେଶରେ ଏହି ମହାମାରୀ ଆତଙ୍କ ସୃଷ୍ଟି କରିଛି ।

ଇଟାଲୀ, ସ୍ପେନ ପରେ ଫ୍ରାନ୍ସରେ କୋଭିଡ-19 ନିଜ ପ୍ରଭାବ ଦେଖାଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି । ସେହିପରି ମୃତ୍ୟୁ ସଂଖ୍ୟା 7000 ଟପିଛି । ଶନିବାର ଗୋଟିଏ ଦିନରେ 441 ଲୋକଙ୍କ ମୃତ୍ୟୁ ହୋଇଛି ।

ସରକାରଙ୍କ ସୂଚନାନୁସାରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା 7560ରେ ପହଞ୍ଚିଛି । ପରିସ୍ଥିତିର ଭୟାବହତାକୁ ଦେଖି ଦେଶରେ ଲକଡାଉନକୁ କଡାକଡି କରାଯାଇଛି । ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.