ETV Bharat / international

ମେଟ୍ରୋ ଭିତରେ ଟେବୁଲ ଟେନିସ, ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ଯୋଡି ମେଟ୍ରୋ ଭିତରେ ବେବୁଲ ଟେନିସ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛିି ।

author img

By

Published : Jul 3, 2019, 4:38 AM IST

Updated : Jul 3, 2019, 6:12 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ନୂଆଦିଲ୍ଲୀ: ଆପଣ ନିଜ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ । କିନ୍ତୁ ଏମିତି ଭିଡିଓ କେବେ ଦେଖିନଥିବେ । ଏହି ଭିଡିଓକୁ ମୈରୀ କୈର ନାମକ ଜଣେ ମହିଳା ଶେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ଏହଂ ପୁରୁଷ କିଛି ଏଭଳି କାର୍ଯ୍ୟ କରୁଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@marykarrlit

ଆପଣ ମେଟ୍ରୋରେ ଯାତ୍ରା କରିବା ସମୟରେ ମୋବାଇଲରେ ଗେମ୍ ଖେଳିଥାଆନ୍ତି । କିନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓରେ ଏକ ଯୋଡି ମେଟ୍ରୋ ଭିତରେ ବେବୁଲ ଟେନିସ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ତେବେ ଏହି ଭିଡିଓଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଦୁଇ ଦିନରେ ଏହାକୁ 50 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓଟି ନ୍ୟୁୟର୍କର ବୋଲି କୁହାଯାଉଛି ।

sample description
Last Updated : Jul 3, 2019, 6:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.