ETV Bharat / international

ବେଲଜିୟମ ପ୍ରିନ୍ସ କୋରୋନା ଆକ୍ରାନ୍ତ - ବେଲଜିୟମ

ବେଲଜିୟମ ପ୍ରିନ୍ସ ଜୋଆଚିମ୍ ଏବଂ ବେଲଜିୟମ ରାଜା ଫିଲିପଙ୍କ ପୁତୁରା ଲକଡାଉନ ସମୟରେ ସ୍ପେନର ଏକପାର୍ଟିରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହୋଇଥିବା ଚାଇନାର ସିଜିଟିଏନ ନେଟୱର୍କ ଲୋକାଲ ମିଡିଆ ସୂଚନା ଦେଇଛନ୍ତି ।

corona
ବେଲଜିୟମ ପ୍ରିନ୍ସ କୋରୋନା ଆକ୍ରାନ୍ତ
author img

By

Published : May 31, 2020, 3:56 PM IST

ବ୍ରୁସେଲ: ବେଲଜିୟମ ପ୍ରିନ୍ସ କୋରୋନା ଆକ୍ରାନ୍ତ । ବେଲଜିୟମ ପ୍ରିନ୍ସ ଜୋଆଚିମ୍ ଏବଂ ବେଲଜିୟମ ରାଜା ଫିଲିପଙ୍କ ପୁତୁରା ଲକଡାଉନ ସମୟରେ ସ୍ପେନର ଏକପାର୍ଟିରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହୋଇଥିବା ଚୀନର ସିଜିଟିଏନ ନେଟୱର୍କ ଲୋକାଲ ମିଡିଆ ସୂଚନା ଦେଇଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି, ଏହି ପାର୍ଟି ଏକ ଘରୋଇ ରେସିଡେଣ୍ଟରେ ଆୟୋଜିତ ହୋଇଥିଲା । ଯେଉଁଠାରେ 27 ଜଣ ଲୋକ ଯୋଗ ଦେଇଥିଲେ । ମନାକୋର ପ୍ରିନ୍ସ ଆର୍ଲବଟ ଆଇଆଇ ପ୍ରଥମ ରାଜକୀୟ ବ୍ୟକ୍ତି ଯିଏ କୋରୋନା ଆକ୍ରାନ୍ତ ହୋଇଥିଲେ । ମାର୍ଚ୍ଚ ମାସରେ ପ୍ୟାଲେସରେ ପ୍ରଥମ କୋରୋନା ଚିହ୍ନଟ ହୋଇଥିଲେ ।

ମାରାତ୍ମକ କୋରୋନା ଭାଇରସ କାୟାରେ ସମଗ୍ର ୟୁରୋପ ଥିବାବେଳେ ବ୍ରିଟିଶ ରୟାଲ ପରିବାର ମଧ୍ୟ ଏହି ଭାଇରସର ଶିକାର ହୋଇଛି । 71 ବର୍ଷୀୟ ପ୍ରିନ୍ସ ଚାର୍ଲେସ୍ ମଧ୍ୟ ଗତ ମାର୍ଚ୍ଚ ମାସରେ କୋରୋନା ଆକ୍ରାନ୍ତ ହୋଇଥିଲେ ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ 6172448 ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 371186 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.