ETV Bharat / international

ପୂର୍ବ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 5.9 - ପାଣିପାଗ ବିଭାଗ

ଶନିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ପୂର୍ବ ପ୍ରଦେଶ ମାଲୁକୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡ । ଅଧିକ ପଢନ୍ତୁ...

ଇଣ୍ଡୋନେସିଆରେ 5.9 ଭୂମିକମ୍ପ ଅନୁଭୂତ
ଇଣ୍ଡୋନେସିଆରେ 5.9 ଭୂମିକମ୍ପ ଅନୁଭୂତ
author img

By

Published : Apr 4, 2021, 9:04 AM IST

ଜାକର୍ତ୍ତା: ତୀବ୍ର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଶନିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ପୂର୍ବ ପ୍ରଦେଶ ମାଲୁକୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡ ଏକ ରହିଥିବା ପାଣିପାଗ ବିଭାଗ ଏବଂ ଜିଓଫିଜିକ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ବିଳମ୍ବିତ ରାତି ପାଖାପାଖି 1:42 ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହା ପ୍ରାତଃର ରାଜଧାନୀ ଏୱନର ଦକ୍ଷିଣରେ ଥିବା 163 କିମି ଦୂର ଏବଂ ଗଭୀର ସମୁଦ୍ରର 329 କିଲୋମିଟରରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଏହି କମ୍ପନ ଦ୍ବାରା ଏକ ସୁନାମୀ ସୃଷ୍ଟି କରିପାରି ନାହିଁ ବୋଲି ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ତେବେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.