ETV Bharat / international

ବିଶ୍ୱରେ ୧୧ ଲକ୍ଷ ଟପିଲା କୋରୋନା ମୃତକଙ୍କ ସଂଖ୍ୟା

author img

By

Published : Oct 16, 2020, 9:38 AM IST

ବିଶ୍ବରେ କୋରୋନା ସଂକ୍ରମଣ ମାଡିଚାଲିଥିବା ବେଳେ ବଢି ଚାଲିଛି ମୃତ୍ୟୁସଂଖ୍ୟା। ବିଶ୍ୱରେ ୩ କୋଟି ୮୭ ଲକ୍ଷ ୨୯ ହଜାର ୩୬୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୬ ହଜାର ୩୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱରେ ୧୧ ଲକ୍ଷ ଟପିଲା କୋରୋନା ମୃତକଙ୍କ ସଂଖ୍ୟା
ବିଶ୍ୱରେ ୧୧ ଲକ୍ଷ ଟପିଲା କୋରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ବରେ କମୁନି କୋରୋନା । ସଂକ୍ରମଣ ମାଡିଚାଲିଥିବା ବେଳେ ବଢି ଚାଲିଛି ମୃତ୍ୟୁସଂଖ୍ୟା। ଅଦୃଶ୍ୟ ଭାଇରସ ପାଇଁ ସମସ୍ତେ ବ୍ୟତିବ୍ୟସ୍ତ ହେଉଥିବା ବେଳେ ଭ୍ୟାକ୍ସିନ ଅପେକ୍ଷାରେ। କୋଭିଡ-୧୯ ସଂକ୍ରମଣରେ ବିଶ୍ୱରେ ୩ କୋଟି ୮୭ ଲକ୍ଷ ୨୯ ହଜାର ୩୬୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୬ ହଜାର ୩୨୦ ଜଣଙ୍କର ମୃତ୍ୟୁ ହୋଇଛି ।

କୋରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୧ ଲକ୍ଷ ୧୯ ହଜାର ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଲକ୍ଷ ୧୩ ହଜାର ୬୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୦ ହଜାର ୧୩୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୧ ଲକ୍ଷ ୪୮ ହଜାର ୯୨୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୧ ହଜାର ୮୪୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭାରତରେ ୭୨ ଲକ୍ଷ ୩୯ ହଜାର ୩୮୯ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୫୮୬ ମୃତ ହୋଇଛି।

ସେହିପରି ବ୍ରାଜିଲରେ ୫୧ ଲକ୍ଷ 69 ହଜାର 386 ସଂକ୍ରମିତ, ୧ ଲକ୍ଷ ୫୧ ହଜାର 613 ମୃତ ରହିଛନ୍ତି । ଗତ 24 ଘଣ୍ଟାରେ ଦେଶ 28,523 ମାମଲା ରେକର୍ଡ କରିଛି । ସେହିପରି ସମାନ ସମୟରେ 713 ମୃତ୍ୟୁ ମାମଲା ଚିହ୍ନଟ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.