ETV Bharat / international

ନମାଜ ପାଠ ବେଳେ ଥରିଲା ମସଜିଦ: 60 ମୃତ, 61 ଆହତ

author img

By

Published : Oct 18, 2019, 7:07 PM IST

Updated : Oct 18, 2019, 8:46 PM IST

ପୂର୍ବ ଆଫଗାନିସ୍ତାନର ଏକ ମସଜିଦରେ ବୋମା ବିସ୍ଫୋରଣ । ନମାଜ ପାଠ କରୁଥିବାବେଳେ ମସଜିଦରେ 2ଟି ବିସ୍ଫୋରଣ ହୋଇଥିଲା ।

Nangarhar

କାବୁଲ: ପୂର୍ବ ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶର ଏକ ମସଜିଦରେ ବୋମା ବିସ୍ଫୋରଣ । ଏହି ମସଜିଦରେ ନମାଜ ପାଠ କରୁଥିବାବେଳେ 2ଟି ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି 61 ଜଣ ଆହତ ହୋଇଛନ୍ତି ।

ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ ହୋଇଛି । ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି ।

Intro:Body:

sdsd

Conclusion:
Last Updated : Oct 18, 2019, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.