ETV Bharat / international

ଆଫଗାନ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 2 ଯବାନ ମୃତ - 2 ଆଫଗାନ ସେନାଙ୍କର ମୃତ୍ୟୁ

ଆଫଗାନ ସେନାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ 2 ଆଫଗାନ ସେନାଙ୍କର ମୃତ୍ୟୁ ହୋଇଛି ।

ଆଫଗାନ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ, 2 ଯବାନ ମୃତ

author img

By

Published : Jan 9, 2020, 10:02 AM IST

କାବୁଲ: ଆଫଗାନିସ୍ତାନର ଫରାହସ୍ଥିତ ପୋରଚାମାନ ଜିଲ୍ଲାରେ ଆଫଗାନ ସେନାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 2 ସେନାଙ୍କର ମୃତ୍ୟୁ ହୋଇଛି । ଅଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଆସିଛି ।

ଯାନ୍ତ୍ରିକ ତୃଟି ଯୋଗୁଁ ଏଏଫ ହେଲିକପ୍ଟର (ଏମଆଇ-35)ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ଫରାହ ରାଜ୍ୟପାଳ ମହମ୍ମଦ ଶୈବ ସାବେତ ସ୍ପଷ୍ଟ କରିଛନ୍ତି ଯେ ଉକ୍ତ ହେଲିକପ୍ଟରଟି ବାରୁଦ ବହନ କରି ଜିଲ୍ଲାର ସୀମା ଅଭିମୁଖେ ଉଡାଣ ଭରିଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.