ETV Bharat / international

ଚୀନରେ କୋରୋନା ଆତଙ୍କ, 56 ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Jan 26, 2020, 9:46 AM IST

ଚୀନରେ କୋରୋନା ଭାଇରସ ପୀଡିତଙ୍କ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି । ସେହିପରି ଦେଶରେ 2ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

The death toll from corona virus in China rises to 56
ଚୀନରେ କୋରୋନା ଆତଙ୍କ, 56ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବେଜିଂ: ଚୀନରେ କୋରୋନା ଭାଇରସ ପୀଡିତଙ୍କ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି । ସେହିପରି ଦେଶରେ 2ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଚୀନ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଚୀନର ଉହାନ ସହରରେ ଏହି ରୋଗ ଦେଖାଯିବା ପରେ ଏହା ଚୀନରେ ବ୍ୟାପିବାକୁ ଲାଗିଛି । ଏହାକୁ ନେଇ ଚୀନ ହାଇଆଲର୍ଟ ଜାରି କରିଛି ।

2020 ବର୍ଷର ପ୍ରାରମ୍ଭରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋରୋନାର ଅନ୍ୟ ଏକ ନୂଆ ରୂପକୁ ଆବିଷ୍କାର କରାଯାଇଛି । ଯାହାର ନାମ ହେଉଛି 2019 ନୋଭାଲ କୋରୋନା ଭାଇରସ (2019-nCoV) । ଯାହା ଚୀନର ଉହାନ ସହରରେ ଦେଖିବାକୁ ମିଳିଛି । ତେଣୁ ଏହାକୁ ଉହାନ ଭାଇରସ ମଧ୍ୟ କୁହାଯାଉଛି। ଏହି ଭୂତାଣୁ ପ୍ରଭାବରେ ନାକ ବନ୍ଦ ହୋଇଯିବା, କାଶ ଲାଗିରହିବା, ନିମୋନିଆ ଓ ଗଳା ସଂକ୍ରମଣ ଆଦି ବିଭିନ୍ନ ଲକ୍ଷଣ ଦେଖାଯାଉଛି ।

Intro:ରାଜ୍ଯସ୍ତରିୟ ସାଧାରଣ ତନ୍ତ୍ର ଦିବସBody:ରାଜ୍ଯସ୍ତରିୟ ସାଧାରଣ ତନ୍ତ୍ର ଦିବସConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.