ETV Bharat / international

ଶ୍ରୀଲଙ୍କାରେ 235 କୋରୋନା ସଂକ୍ରମିତ, 7 ମୃତ - ଶ୍ରୀଲଙ୍କା କୋରୋନା

ଶ୍ରୀଲଙ୍କା ବୁଧବାର ଦିନ ଆଉ ଦୁଇଟି COVID-19 ମାମଲା ରିପୋର୍ଟ କରିଛି । ଯାହା ଦେଶରେ କୋରୋନା ସଂକ୍ରମଣ ମାମଲା 235ରେ ପହଞ୍ଚାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 16, 2020, 12:41 AM IST

କଲମ୍ବୋ: ସାରା ବିଶ୍ବରେ ଜାରି ରହିଛି କୋରୋନା ତାଣ୍ଡବ । ଏପରିସ୍ଥିତିରେ ଶ୍ରୀଲଙ୍କା ବୁଧବାର ଦିନ ଆଉ ଦୁଇଟି COVID-19 ମାମଲା ରିପୋର୍ଟ କରିଛି । ଯାହା ଦେଶରେ କୋରୋନା ସଂକ୍ରମଣ ମାମଲା 235ରେ ପହଞ୍ଚାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏପିଡେମୋଲୋଜି ୟୁନିଟ୍ ଅନୁଯାୟୀ, ସଂକ୍ରାମକ ରୋଗ ହସ୍ପିଟାଲ (IDH), ୱେଲିକଣ୍ଡା ବେସ ହସ୍ପିଟାଲ, କଲମ୍ବୋ ଇଷ୍ଟ ବେସ୍‌ ହସ୍ପିଟାଲ୍ ଏବଂ ଇରାନୱିଲା ହସ୍ପିଟାଲରେ 165ଟି କୋରୋନା ପଜିଟିଭଙ୍କ ଚିକିତ୍ସା ଜାରି ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ମୋଟ 63 ଜଣଙ୍କୁ ଡିସଚାର୍ଜ କରାଯାଇଛି । COVID-19 ହେତୁ ଶ୍ରୀଲଙ୍କାରେ 7 ଜଣଙ୍କ ମୃତ୍ୟୁ ଘଟିଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.