ETV Bharat / international

ଥାଇଲାଣ୍ଡର ମଲରେ ଗୁଳିକାଣ୍ଡ, 21 ମୃତ - ମଲରେ ଗୁଳିକାଣ୍ଡ

ଥାଇଲାଣ୍ଡର ଏକ ମଲରେ ଗୁଳିକାଣ୍ଡ । ଏଥିରେ 21 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 33 ଜଣ ଆହତ ହୋଇଛନ୍ତି । ଏହାସହ 10ଜଣଙ୍କ ଅବସ୍ଥା ଗୁରୁତର । ଅଧିକ ପଢନ୍ତୁ...

thailand shooting
ଫାଇଲ ଫଟୋ
author img

By

Published : Feb 9, 2020, 10:29 AM IST

ବ୍ୟାଙ୍କକ: ଥାଇଲାଣ୍ଡର ଏକ ମଲରେ ଗୁଳିକାଣ୍ଡ । ଏଥିରେ 21 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 33 ଜଣ ଆହତ ହୋଇଛନ୍ତି । ଏହାସହ 10ଜଣଙ୍କ ଅବସ୍ଥା ଗୁରୁତର ଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଜଣେ ଥାଇ ଯବାନ ମଲରେ ପଶି ଆଖିପିଛୁଳାକେ ଗୁଳି ଚଳାଇଥିଲେ । ତେବେ ବନ୍ଧୁକଧାରୀ ଯବାନକୁ ଶେଷରେ ମାରି ଦିଆଯାଇଛି । ଦୀର୍ଘ 24 ଘଣ୍ଟାର ଅପରେସନ ପରେ ଯବାନଙ୍କୁ ଗୁଳି ମାରିଦିଆଯାଇଛି ।

ଭାରତୀୟ ସମୟ ରାତି 2ଟାରେ ଆକ୍ରମଣକାରୀକୁ ମରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଓ ପୋଲିସ ପ୍ରମୁଖ ଏହାକୁ ସ୍ପଷ୍ଟ କରିଛନ୍ତି । ପ୍ରକାଶଥାଉକି, ଉତ୍ତରପୂର୍ବ ଥାଇଲାଣ୍ଡର ନାଖୋନ ରଚତାସୀମା ଅଞ୍ଚଳର ଏକ ମଲରେ ଏହି ଗୁଳକାଣ୍ଡ ହୋଇଥିଲା । ଆକ୍ରମଣକାରୀର ମୃତ୍ୟୁ ପୂର୍ବରୁ ଫେସବୁକ ପୋଷ୍ଟ କରି କ'ଣ ମତେ ଆତ୍ମସମର୍ପଣ କରିବା ଜରୁରୀ ଓ କେହି ବି ମୃତ୍ୟୁରୁ ବଞ୍ଚିପାରିବେ ନାହିଁ ବୋଲି ଲେଖିଛନ୍ତି ।

ଏହାସହ ଫେସବୁକରେ ଏକ ଭିଡିଓ ସେୟାର କରି ସେନାର ହେଲମେଟ ପିନ୍ଧିବା ସହ କହିଛନ୍ତି,‘ ମୁଁ କ୍ଲାନ୍ତ ଏବଂ ମୁଁ ଆଉ ଆଙ୍ଗୁଠିକୁ ପରିଚାଳିତ କରିପାରିବି ନାହିଁ ।

Intro:Body:

zdgh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.