ETV Bharat / international

ଧିରେ ଧିରେ ରୁଷରେ କାୟା ବିସ୍ତାର କରୁଛି କୋରୋନା

author img

By

Published : Apr 1, 2020, 6:44 PM IST

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁସାରେ ରୁଷରେ ଏପର୍ଯ୍ୟନ୍ତ 2,777 ଟି କୋରୋନା ଭାଇରସ୍ ସଂକ୍ରମଣ ଓ 24 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଅଧିକ ପଢନ୍ତୁ...

Russia coronavirus
Russia coronavirus

ମସ୍କୋ: ସାରା ବିଶ୍ୱରେ 43ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ନେଇଥିବା କୋରୋନା ଭାଇରସ୍ ଏବେ ରୁଷରେ ବ୍ୟାପିବାରେ ଲାଗିଛି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁସାରେ ରୁଷରେ ଏପର୍ଯ୍ୟନ୍ତ 2,777 ଟି କୋରୋନା ଭାଇରସ୍ ସଂକ୍ରମଣ ଓ 24 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ବୁଧବାର ରୁଷରେ 440 ନୂତନ କରୋନାଭାଇରସ୍ ସଂକ୍ରମଣକୁ ନିଶ୍ଚିତ କରିଛି ଯାହା ଦ୍ବାରା ଦେଶର ସରକାରୀ ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା 2,777 ପର୍ଯ୍ୟନ୍ତ ପହଞ୍ଚିଛି । ସୋମବାର ଠାରୁ ମସ୍କୋରେ ସହରବ୍ୟାପୀ କ୍ବାରେଣ୍ଟାଇନ ଆଦେଶ ଦିଆଯାଇଛି । ମସ୍କୋ ବାସିନ୍ଦାଙ୍କୁ କେବଳ ଘରୁ ବାହାରକୁ ଜରୁରୀ ଚିକିତ୍ସା, ଖାଦ୍ୟ କିମ୍ବା ଔଷଧ କିଣିବା, କାମକୁ ଯିବା, ଗୃହପାଳିତ ପଶୁ ବୁଲିବା କିମ୍ବା ଅଳିଆ ବାହାର କରିବାକୁ ଅନୁମତି ଦିଆଯିବ । ବୟସ ନିର୍ବିଶେଷରେ ସମସ୍ତ ବାସିନ୍ଦାଙ୍କ ପାଇଁ ସେଲ୍ଫ ଆଇସୋଲେସନ ବ୍ୟବସ୍ଥା ଆଦେଶ ଲାଗୁ କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରୁଷରେ 500 ନୂତନ କୋରୋନା ଭାଇରସ୍ ସଂକ୍ରମଣକୁ ରିପୋର୍ଟ ରହିଥିଲା । ବର୍ତ୍ତମାନ ଏହି ମାମଲାରେ କ୍ରମାଗତ ଭାବରେ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.