ETV Bharat / international

ଇଦ୍‌ରେ ଆଫଗାନିସ୍ଥାନ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ରକେଟ୍‌ ମାଡ

ଇଦ୍‌ ପ୍ରାର୍ଥନା ଚାଲିଥିବାବେଳେ ଆଫଗାନିସ୍ଥାନ ରାଷ୍ଟ୍ରପତିଙ୍କ ବାସଭବନରେ ନିକଟରେ ରକେଟ ମାଡ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 20, 2021, 9:50 AM IST

ଆଫଗାନିସ୍ଥାନ ରାଷ୍ଟ୍ରପତିଙ୍କ ବାସଭବନରେ ନିକଟରେ ରକେଟ ମାଡ

କାବୁଲ: ଆଜି ଇଦ । ଏହି ସମୟ ଘଟିଛି ଅଘଟଣ । ଇଦ୍‌ ପ୍ରାର୍ଥନା ଚାଲିଥିବାବେଳେ ଆଫଗାନିସ୍ଥାନ ରାଷ୍ଟ୍ରପତିଙ୍କ ବାସଭବନରେ ନିକଟରେ ରକେଟ ମାଡ ହୋଇଛି । ଏନେଇ ଆଫଗାନିସ୍ଥାନ ଗଣମାଧ୍ୟମ ଟୋଲୋ ନ୍ୟୁଜର ରିପୋର୍ଟରୁ ଜଣାପଡିଛି ।

ଏହା ପୂର୍ବରୁ ଦୁଇବର୍ଷ ତଳେ ଇଦ୍‌ ସମୟରେ ତାଲିବାନଙ୍କ ଦ୍ବାରା ରାଷ୍ଟ୍ରପତି ଭବନ ନିକଟରେ ରକେଟ ମାଡ ହୋଇଥିଲା । ଏହା ପରେ ଆମେରିକା ଦୂତବାସ ନିକଟରେ ଟକେଟ ମାଡ ହୋଇଥିଲା । ଏଥିରେ କୌଣସି କ୍ଷତି ହୋଇନଥିଲା । ତାଲିବାନ ପ୍ରାୟ 17 ବର୍ଷ ଧରି ଆମେରିକା ସମର୍ଥିତ ଆଫଗାନିସ୍ତାନ ସରକାରଙ୍କ ସହ ଯୁଦ୍ଧ କରିଆସୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.