ETV Bharat / international

ସାଉଦି ପ୍ରିନ୍ସଙ୍କୁ ଭେଟିଲେ ଡୋଭାଲ, କାଶ୍ମୀର ପ୍ରସଙ୍ଗରେ ମିଳିଲା ସମର୍ଥନ - Nsa Ajit doval saudi crown prince meeting

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବର କ୍ରାଉନ ପ୍ରିନ୍ସ୍‌ ମହମ୍ମଦ ବିନ୍ ସଲମାନଙ୍କ ସହ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 2, 2019, 6:03 PM IST

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବର କ୍ରାଉନ ପ୍ରିନ୍ସ୍‌ ମହମ୍ମଦ ବିନ୍ ସଲମାନଙ୍କ ସହ ସାକ୍ଷାତ କରିଛନ୍ତି । ରିୟାଦରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରନ୍ସଙ୍କ ସହ ଅଜିତ ଡୋଭାଲଙ୍କ ପ୍ରାୟ ଦୁଇ ଘଣ୍ଟା ଧରି ଅଲୋଚନା କରିଥିଲେ । ଏହି ବୈଠକରେ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରିନ୍ସ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସାଉଦି ଆରବର ସମର୍ଥନ ରହିଥିବା ସ୍ପଷ୍ଟ କରିଛନ୍ତି ।

Nsa Ajit doval meet saudi crown prince
ଫଟୋ ସୌଜନ୍ୟ: ଏଏନଆଇ

ଏହି ଗସ୍ତରେ ଏନଏସଏ ଅଜିତ ଡୋଭାଲ ପ୍ରନ୍ସଙ୍କ ସମତେ ନିଜ ସମକକ୍ଷ ମୁସେଦ ଅଲ୍ ଏଭନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଦୁଇ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ସହ ସୁରକ୍ଷା ସମ୍ବନ୍ଧକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି ।

ପ୍ରିନ୍ସ ସଲମାନଙ୍କ ସହ ଡୋଭାଲଙ୍କ ଏହି ବୈଠକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗସ୍ତ ପରେ ହୋଇଛି । ପାକ୍‌ ପିଏମ୍‌ କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଯୋଗାଡ କରିବା ପାଇଁ ସାଉଦି ଆରବ ଗସ୍ତ କରିଥିଲେ । ସେତେବେଳେ ପାକ୍‌ ପିଏମଙ୍କୁ ଖାଲି ହାତରେ, ନିରାଶ ହୋଇ ସାଉଦିରୁ ଫେରିବାକୁ ପଡିଥିଲା ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.