ETV Bharat / international

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

ପାକିସ୍ତାନର ବାଲୁଚିସ୍ତାନର ଆତଙ୍କବାଦୀ ଆକ୍ରମଣ । ବାଲୁଚିସ୍ତାନର ଗ୍ବାଦର ସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଆକ୍ରମଣ ହୋଇଛି ।

author img

By

Published : May 11, 2019, 8:07 PM IST

ପ୍ରତିକାତ୍ମକ ଫଟୋ

ଇସଲାମବାଦ: ପାକିସ୍ତାନ ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଲୁଚିସ୍ତାନର ଗ୍ବାଦର ସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ପାକିସ୍ତାନ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, 2 ରୁ 3 ସଶସ୍ତ୍ର ଆତଙ୍କବାଦୀ ସନ୍ଧ୍ୟା ସମୟରେ ହୋଟେଲରେ ପ୍ରବେଶ କରି ଗୁଳି ବର୍ଷା କରିଥିଲେ ।

ତେବେ ହୋଟେଲରେ ଥିବା ସମସ୍ତ ବିଦେଶୀ ଏବଂ ଦେଶୀ ଅତିଥିଙ୍କୁ ସେଠାରୁ ସୁରକ୍ଷୀତ ଭାବରେ ଉଦ୍ଧାର କରାଯାଇଛି । ସେପଟେ ଆତଙ୍କବାଦୀ ବିଲଡିଂରେ ଲୁଚି ରହିଥିବା ବେଳେ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନା ମିଳିଛି ।

ଏହି ଆକ୍ରମଣରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ ।

Intro:Body:

breaking

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.