ETV Bharat / international

ପଞ୍ଚତାରକା ହୋଟେଲରେ ଆତଙ୍କୀଙ୍କ ଆକ୍ରମଣ, ସୁରକ୍ଷାକର୍ମୀ ମୃତ

ବେଲୁଚିସ୍ତାନର ଗ୍ବାଦରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆତଙ୍କୀଙ୍କ ଆକ୍ରମଣ ।

author img

By

Published : May 12, 2019, 9:33 AM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ଇସଲମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ । ବେଲୁଚିସ୍ତାନର ଗ୍ବାଦରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ।

ପାକିସ୍ତାନର ମିଡିଆ ରିପୋର୍ଟ ମୁତାବକ, ଶନିବାର ସନ୍ଧ୍ୟାରେ ହୋଟେଲ ମଧ୍ୟକୁ 3ଜଣ ବନ୍ଧୁକଧାରୀ ଆତଙ୍କବାଦୀ ପ୍ରବେଶ କରିଥିଲେ । ସେମାନଙ୍କୁ ହୋଟେଲର ସିକ୍ୟୁରିଟି ଗାର୍ଡ ଅଟେକାଇବାକୁ ଚେଷ୍ଟା କରିବା ସମୟରେ ସିକ୍ୟୁରିଟିକୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ହୋଟେଲ ବାହାରେ ଅନେକ ସମୟ ଧରି ଗୁଳି ଚାଳନାର ଶବ୍ଦ ଶୁଣିବାକୁ ମିଳିଥିଲା ।

ସୂଚନାଥାଉକି, ବେଲୁଚିସ୍ତାନର ଲିବରେଶନ ଆର୍ମି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.