ETV Bharat / international

ପୁଣି କୋରୋନା ଟେଷ୍ଟିଂ କରିପାରନ୍ତି ପାକ୍‌ ପିଏମ ଇମ୍ରାନ ଖାନ !

କୋରୋନା ସଂକ୍ରମିତ ହୋଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଅସଦ କୈଶର କୋରୋନା ପଜିଟିଭ ପରେ ବଢିଲା ଆଶଙ୍କା । ଅଧିକ ପଢନ୍ତୁ...

ପୁଣି କୋରୋନା ଟେଷ୍ଟିଂ କରିପାରନ୍ତି ପାକ୍‌ ପିଏମ ଇମ୍ରାନ ଖାନ !
ପୁଣି କୋରୋନା ଟେଷ୍ଟିଂ କରିପାରନ୍ତି ପାକ୍‌ ପିଏମ ଇମ୍ରାନ ଖାନ !
author img

By

Published : May 1, 2020, 9:23 AM IST

ଇସଲାମାବାଦ: ପାକିସ୍ତାନ ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଅସଦ କୈଶର କୋରୋନା ପଜିଟିଭ । ଗୁରୁବାର କୋରୋନା ଆକ୍ରାନ୍ତ ଜଣାପଡିବା ପରେ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ସଂକ୍ରମିତ। ଗତ ଏପ୍ରିଲ 24ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଥିଲେ ଅସଦ ।

ନିକଟରେ ପାକ ପିଏମ ଇମ୍ରାନଙ୍କ କୋରୋନା ଟେଷ୍ଟିଂ କରାଯାଇଥିଲା । ରିପୋର୍ଟ ନେଗେଟେଭି ଆସିଛି । କାରଣ ସେ ଜଣେ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଇମ୍ରାନ ଖାନ ଇଧି ଫାଉଣ୍ଡେସନ ଚ୍ୟାରମେନ ଫୈସଲ ଇଧିଙ୍କୁ ଭେଟିଥିଲେ । ଯିଏ କି କୋରୋନା ଲଢେଇ ପାଇଁ ଆର୍ଥିକ ସହାୟତା ଦେବାକୁ ଆସିଥିଲେ । ପରେ ଇଧି ଚ୍ୟାରମେନ କୋରୋନ ଆକ୍ରାନ୍ତ ବୋଲି ଜଣାପଡିଥିଲା ।

ପାକିସ୍ତାନର ଦକ୍ଷିଣ ପ୍ରାନ୍ତ ରାଜ୍ୟପାଳ ମଧ୍ୟ କୋରୋନା ଆକ୍ରାନ୍ତ । ପ୍ରଧାନମନ୍ତ୍ରୀଙ୍କ ଅତି ନିକଟତର ଇସମାଇଲଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ଏହା ପୂର୍ବରୁ ସିନ୍ଧ ଶିକ୍ଷା ମନ୍ତ୍ରୀ ସୟଦ ଗନି କୋରୋନାରେ ପୀଡିତ ଥିଲେ ବୋଲି ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.