ETV Bharat / international

ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ,7 କର୍ମଚାରୀ ମୃତ - Nigeria plane engine failure

ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, 7 କର୍ମଚାରୀ ମୃତ

author img

By

Published : Feb 22, 2021, 11:43 AM IST

ଲାଗୋସ୍: ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ବିମାନଟି ନାଇଜେରିଆର ରାଜଧାନୀ ଆବୁଜା ବିମାନବନ୍ଦରରୁ କିଙ୍ଗ ଏୟାର 350 ବିମାନ ଉଡ଼ାଣ ଭରିବା ପରେ ଏହା ଇଞ୍ଜିନ ଫେଲ ହୋଇଥିଲା । ଏହାପରେ ବିମାନଟିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା ହେଲେ ବିଫଳ ହୋଇଥିବା ନାଇଜେରିଆ ବାୟୁସେନାର ମୁଖପାତ୍ର ଇବିକୁନଲେ ଡାରାମୋଲା ଏକ ଟ୍ୱିଟରେ କହିଛନ୍ତି।

ବିମାନ ଚଳାଚଳ ମନ୍ତ୍ରୀ ହାଦି ସିରିକା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଟ୍ବିଟ୍ କରି ମୃତ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବିମାନଟି ଆବୁଜା ଠାରୁ ପ୍ରାୟ 100 କିଲୋମିଟର ଦୂର ମିନିନା ସହରକୁ ଯାଉଥିଲା ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଅତିକମରେ ଏକ ଦଶନ୍ଧି ବିତିଛି ବୋଲି ସେ କହିଛନ୍ତି।

ଦୁର୍ଘଟଣାଗ୍ରସ୍ତ ସ୍ଥାନର ଫଟୋ ଗୁଡ଼ିକ ଭାଙ୍ଗି ଯାଇଥିବା ଧୂଆଁଳିଆ ଦେଖାଯାଉଛି । ସାକ୍ଷୀମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ବିମାନଟି ପଛକୁ ଫେରିବା ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.