ETV Bharat / international

ଭାରତୀୟଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ଜୋ ବିଡେନ ଓ କମଲା ହାରିଶ - ଗଣେଷ ଚତୁର୍ଥୀ

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଶନିବାର ଦିନ ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛ ଜଣାଇଲେ ଜୋ ବିଡେନ ଓ କମଲା ହାରିଶ

author img

By

Published : Aug 23, 2020, 10:24 AM IST

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଶନିବାର ଦିନ ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • To everyone celebrating the Hindu festival of Ganesh Chaturthi in the U.S., India, and around the world, may you overcome all obstacles, be blessed with wisdom, and find a path toward new beginnings.

    — Joe Biden (@JoeBiden) August 22, 2020 " class="align-text-top noRightClick twitterSection" data=" ">

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ବିଡେନ କହିଛନ୍ତି, '' ଆମେରିକା, ଭାରତ ତଥା ସମଗ୍ର ବିଶ୍ୱରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ସମସ୍ତଙ୍କୁ ଶୁଭେଚ୍ଛା, ଆପଣଙ୍କ ସମସ୍ତ ବାଧାବିଘ୍ନକୁ ଗଜାନନ ଦୂର କରିବେ, ଜ୍ଞାନ ଓ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ଏବଂ ନୂତନ ଆରମ୍ଭର ପଥରେ ଯାଆନ୍ତୁ। ''

ବିଡେନଙ୍କ ସହ ଯୋଗ ଦେଇ କମଲା ହାରିସ୍ ମଧ୍ୟ ସାରା ବିଶ୍ୱରେ ଭାରତୀୟମାନଙ୍କୁ 'ବହୁତ ଖୁସି ଗଣେଶ ଚତୁର୍ଥୀର ଶୁଭ କାମନା ଜଣାଇଥିଲେ। ହାରିସ୍ ଟୁଇଟ୍ କରି କହିଛନ୍ତି ''ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ବହୁତ ଶୁଭେଚ୍ଛା ।''

ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏନେଇ ପ୍ରଚାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଆମେରିକାରେ ଭାରତୀୟ ଭୋଟରଙ୍କ ଉପରେ ସମ୍ପୂର୍ଣ୍ଣ ରାଜନୀତିର ଆଖିଥିବା ବେଳେ ବିଡେନ ଏବଂ ହାରିସଙ୍କ ଶୁଭେଚ୍ଛା ସେମିତି ଏକ ସମୟରେ ଆସିଛି। ତେବେ ଏହି ପ୍ରାର୍ଥୀମାନେ ଆମେରିକାରେ ରହୁଥିବା ଭାରତୀୟ ମୂଳ ନାଗରିକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.