ETV Bharat / international

ବାସ ଗୋଟିଏ ଚାପୁଡା, ସତ ଓଗାଳିଥିଲା ଆତଙ୍କୀ ମାସୁଦ - JEM

ଅଭିନାଶ କହିଛନ୍ତି ଯେ ପୋଲିସ ହେପାଜତରେ ମାସୁଦ ଅତ୍ୟନ୍ତ ଡରୁଆ ଥିଲା। ଜଣେ ଆର୍ମି ଅଫିସର ତାକୁ ଏକ ଚାପୁଡା ମାରିଥିଲେ, ଯେଉଁଥିରେ ସେ ଡରିଯାଇ ସବୁ ସତ ଓଗାଳି ଦେଇଥିଲା। କିପରି ପାକ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳିତ ହେଉଛି ସେସବୁ ବିଷୟରେ ସେ କହି ଦେଇଥିଲା।

ଫାଇଲ ଫଟୋ
author img

By

Published : Mar 1, 2019, 1:12 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର କିନ୍ତୁ ପୋଲିସ ହେପାଜତରେ ଜଣେ ସାଧାରଣ ବ୍ୟକ୍ତି। ଜୈସ-ଇ-ମହମ୍ମଦ ଭଳି ଆତଙ୍କୀ ସଙ୍ଗଠନ ଦ୍ୱାରା ଭାରତରେ ଅନେକ ଆକ୍ରମଣ କରିଥିବା ମାସୁଦ କେତେ ଡରୁଆ ତାହାର ପ୍ରମାଣ ମିଳିଛି । ମାତ୍ର ଗୋଟିଏ ଚାପୁଡାରେ ସେ କିପରି ସବୁ କଥା କହିଥିଲା ତାହାର ପ୍ରମାଣ ଦେଇଛନ୍ତି ଜଣେ ପୋଲିସ ଅଫିସର।

ସୂଚନାଯୋଗ୍ୟ ଯେ 1994 ଫେବୃୟାରୀରେ ଅଜହର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଠାରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିଲା । ସେ ଏକ ପର୍ତ୍ତୁଗୀଜ ପାସପୋର୍ଟ ଦ୍ୱାରା ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିଥିଲା। ତେବେ ସେନା ଦ୍ୱାରା ଗିରଫ ହେବା ପରେ ଅଜହରକୁ ନେଇ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ରହିଥିଲା। ଆତଙ୍କୀ ବିଷୟରେ ସେ ସମସ୍ତ ତଥ୍ୟ ଦେବେ ନା ନାହିଁ ସେନେଇ ପୋଲିସ ଅଫିସର ଦ୍ୱନ୍ଦରେ ରହିଥିଲେ।

କିନ୍ତୁ ସାରା ବିଶ୍ୱକୁ ଥରହର କରିଥିବା ଏହି ଆତଙ୍କୀ ଯେ କେତେ ଭୟଭୀତ ତାହା ପ୍ରଥମ ତଦନ୍ତରୁ ଜଣାପଡିଯାଇଥିଲା। ସେ ସମୟରେ ତାକୁ ପଚରାଉଚୁରା କରିଥିବା ସିକିମ ପୋଲିସର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଭିନାଶ ମୋହନାନେ ନିକଟରେ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କୁ ଅଜହର ପାଇଁ ବେଶୀ କଷ୍ଟ କରିବାକୁ ପଡିନଥିଲା। ପ୍ରଥମେ କୌଣସି ତଥ୍ୟ ଦେବାକୁ ମନା କରୁଥିବା ଅଜହର ଜଣେ ଆର୍ମି ଅଫିସରଙ୍କ ଏକ ଶକ୍ତ ଚାପୁଡାରେ ସବୁ ସତ କଥା କହିଥିଲା।

undefined

ଅଭିନାଶ କହିଛନ୍ତି ଯେ ପୋଲିସ ହେପାଜତରେ ମାସୁଦ ଅତ୍ୟନ୍ତ ଡରୁଆ ଥିଲା। ଜଣେ ଆର୍ମି ଅଫିସର ତାକୁ ଏକ ଚାପୁଡା ମାରିଥିଲେ, ଯେଉଁଥିରେ ସେ ଡରିଯାଇ ସବୁ ସତ ଓଗାଳି ଦେଇଥିଲା। କିପରି ପାକ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳିତ ହେଉଛି ସେସବୁ ବିଷୟରେ ସେ କହି ଦେଇଥିଲା। ତେବେ 1999ରେ କାନ୍ଦାହାର ବିମାନ ଅପହୃତଙ୍କ ବଦଳରେ ମାସୁଦର ମୁକ୍ତି ପରେ ସେ ଏହାର ପ୍ରତିଶୋଧ ନେଇଥିଲା। ଜୈସ-ଇ-ମହମ୍ମଦ ନାମରେ ଆତଙ୍କୀ ସଙ୍ଗଠନ ଗଠନ କରି ସେ ଭାରତରେ ଅନେକ ବଡ ବଡ ଆକ୍ରମଣ କରିଥିଲା।

Intro:ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ଛକ ଠାରେ ବଜରଙ୍ଗ ଦଳ ଓ ଏ ବି ଭି ପି ତରଫରୁ ଆଜି ବିଜୟ ଦିବସ ପାଳିତ ହୋଇଛି।ଆତଙ୍କବାଦୀ ମାନଙ୍କୁ ଦମନ ପାଇଁ ଆଜି ପାକିସ୍ତାନ ଉପରେ ଦେଶର ବାୟୁ ସେନା ଆକ୍ରମଣ କରି ଆତଙ୍କବାଦୀ ମାନଙ୍କୁ ଓ ତାଙ୍କ ଠିକଣା ଧ୍ବଂସ କରିଥିବାରୁ ଏହି ବିଜୟ ଦିବସ ପାଳନ କରାଯାଇଛି।

Body:ଏହି ଅବଦରରେ କର୍ଯ୍ୟକର୍ତା ମାନେ ବାଣ ଫୁଟାଇ ମିଷ୍ଟର୍ନ ବଣ୍ଟନ କରିଥିଲେ।

Conclusion:ଭାରତ ମାତା କି ଜୟ ସ୍ଲୋଗାନ ସହିତ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।କର୍ଯ୍ୟକର୍ତା ମାନଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.