ETV Bharat / international

ସ୍ବଦେଶୀ ଔଷଧରେ ସହଯୋଗିତା ବୃଦ୍ଧି ପାଇଁ ତାଇୱାନକୁ ଭାରତର ପାଣ୍ଠି ଦାନ - ତାଇୱାନକୁ ଭାରତର ପାଣ୍ଠି ଦାନ

ସ୍ବଦେଶୀ ଔଷଧ ପ୍ରସ୍ତୁତରେ 2 ଦେଶ ମଧ୍ୟରେ ସହଯୋଗିତା ବୃଦ୍ଧି କରିବା ପାଇଁ ଭାରତ ତାଇୱାନକୁ ପାଣ୍ଠି ଦାନ କରିଛି । ଅଧିକ ପଢନ୍ତୁ...

ସ୍ବଦେଶୀ ଔଷଧରେ ସହଯୋଗିତା ବୃଦ୍ଧି ପାଇଁ ତାଇୱାନକୁ ଭାରତର ପାଣ୍ଠି ଦାନ

author img

By

Published : Feb 28, 2021, 2:43 PM IST

ତେଇପେଇ: ଭାରତ ତାଇୱାନକୁ 1.5 ମିଲିୟନ ବା 15 ଲକ୍ଷ ଟଙ୍କା ପାଣ୍ଠି ଦାନ କରିଛି । ସ୍ବଦେଶୀ ଔଷଧ ପ୍ରସ୍ତୁତରେ ସହଯୋଗିତା ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ଭାରତ ତାଇୱାନକୁ ଏହି ପାଣ୍ଠି ଦାନ କରିଥିବା ତାଇୱାନ ସରକାର କହିଛନ୍ତି ।

ଦକ୍ଷିଣ ଏସିଆର ଏହି ଦେଶ ଓ ଭାରତ ମଧ୍ୟରେ ସ୍ବଦେଶୀ ଔଷଧ ସମ୍ପର୍କିତ ତଥ୍ୟ ଆଦାନ ପ୍ରଦାନ ହୋଇଥାଏ । ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ଅଧୀନରେ ତାଇୱାନ ସରକାରଙ୍କ ଦ୍ବାରା ନ୍ୟୁ ସାଉଥବାଉଣ୍ଡ ପଲିସି ଆଗତ ହୋଇଥିଲା । ତେବେ ଏହି ନୀତି ତାଇୱାନ ଏବଂ 18 ଟି ଦେଶ ମଧ୍ୟରେ ସହଯୋଗ ଏବଂ ଆଦାନ ପ୍ରଦାନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । 18ଟି ଦେଶ ମଧ୍ୟରେ ଭାରତ ମଧ୍ୟ ଏହି ନୀତି ମଧ୍ୟରେ ରହିଛି ।

ଭାରତ ସ୍ବଦେଶୀ ଔଷଧ ଏବଂ ଚାଇନିଜ୍ ମେଡିସିନ୍ ସଂଗଠନ ସହିତ ଆଦାନ ପ୍ରଦାନ ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଏକ 'ଆୟୁଷ ସୂଚନା ସେଲ' ନାମକ ଏକ ଯୋଜନା ଆଣିଛି । ଏହି ଯୋଜନା ମାଧ୍ୟମରେ ସ୍ବଦେଶରେ ପ୍ରସ୍ତୁତ ହେଉଥିବା ଔଷଧ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥାଏ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.