ETV Bharat / international

ଦୁଇ ମାସ ପରେ ଦକ୍ଷିଣ କୋରିଆରେ ସୁଧୁରୁଛି କୋରୋନା ପରିସ୍ଥିତି - କୋରୋନା ଭାଇରସ ନ୍ୟୁଜ୍‌

ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର ଦେଶରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ରବିବାର ଦେଶରେ ମାତ୍ର 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି କୋରିଆ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (କେସିଡିସି) ।

corona in south korea, corona update, coronavirus news, corona pandemic, ଦକ୍ଷିଣ କୋରିଆରେ କୋରୋନା, କରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ମହାମାରୀ
ଦୁଇ ମାସ ପରେ ଦକ୍ଷିଣ କୋରିଆରେ ସୁଧୁରୁଛି କୋରୋନା ପରିସ୍ଥିତି
author img

By

Published : Apr 20, 2020, 12:41 AM IST

ସିଓଲ: ଅପେକ୍ଷାର ଫଳ ସବୁବେଳେ ମିଠା ହିଁ ଥାଏ । ହେଲେ ଏହି ଫଳ ପାଇବା ପାଇଁ ଦରକାର ଧୈର୍ଯ୍ୟ । ଯାହା ଏବେ ଦକ୍ଷିଣ ଆଫ୍ରିକା ପାଇଁ ଆଣିଛି ଖୁସିର ଖବର । ଗତ ଦୁଇ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଦେଶରେ ଧିରେ ଧିରେ କମୁଛି କୋରୋନା ପ୍ରଭାବ । ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର ଦେଶରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

ରବିବାର ଦେଶରେ ମାତ୍ର 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି କୋରିଆ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (କେସିଡିସି) । ସୂଚନା ମୁତାବିକ ଚିହ୍ନଟ 8 ଜଣଙ୍କ ମଧ୍ୟରୁ 5 ଜଣ ବିଦେଶାଗତ ରହିଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 10,661ରେ ପହଞ୍ଚିଛି । ସେପଟେ ଦେଶରେ ମୃତ୍ୟୁ ସଂଖ୍ୟା 234ରେ ସ୍ଥିର ରହିଥିବା ମଧ୍ୟ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.