ETV Bharat / international

ଥମୁନି ହିନ୍ଦୁଙ୍କୁ ନିର୍ଯ୍ୟାତନା: ପାକ୍‌ରେ ଆଉ ଜଣେ ନାବାଳିକା ଅପହରଣ - ହିନ୍ଦୁ ଝିଅ ଅପହରଣ

ପୂର୍ବରୁ ହୋଲି ଦିନ ପାକିସ୍ତାନରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ ସହ ବଳପୂର୍ବକ ବିବାହ କରାଯିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କୁ ଉଦ୍ଧାର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 28, 2019, 11:42 AM IST

ଅମୃତସର: ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ଉପରେ ନିର୍ଯ୍ୟାତନା କମିବାର ନାମ ନେଉନାହିଁ। ନିକଟରେ 2 ଭଉଣୀଙ୍କୁ ଅପହରଣ ଓ ଧର୍ମାନ୍ତୀକରଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ପୁଣି ଆଉ ଜଣେ ହିନ୍ଦୁ ନାବାଳିକାକୁ ଅପହରଣ କରାଯାଇଥିବା ଖବର ସାମନାକୁ ଆସିଛି।

ରିପୋର୍ଟ ଅନୁସାରେ ସୋମବାର ରାତିରେ ପାକିସ୍ତାନ ସିନ୍ଧ ପ୍ରଦେଶର ବଦିନ ଜିଲ୍ଲାରେ ରହୁଥିବା ଏକ ନାବାଳିକାକୁ ଅପହରଣ କରାଯାଇଛି। ତାହାର ନାମ ମଲା କୁମାରୀ ମେଘୱାର ବୋଲି ଜଣାପଡିଛି। ତେବେ ଏହି ଘଟଣାରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରୁନଥିବା ନେଇ ଅଭିଯୋଗ ହୋଇଛି।

ସିନ୍ଧର ଦଳିତ ବ୍ୟାପାର ମନ୍ତ୍ରୀ ହରି ରାମ କିଶୋରୀ ଲାଲ ଏହି ଘଟଣାରେ ହସ୍ତକ୍ଷେପ କରି ପୋଲିସକୁ କେସ ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦଳିତ ବ୍ୟାପାର ନିର୍ଦ୍ଦେଶକଙ୍କୁ ମଧ୍ୟ ଏହି ଘଟଣାର ଶିଘ୍ର ସମାଧାନ ପାଇଁ ସେ କହିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ମାମଲା ଉପରେ ସତର୍କ ନଜର ରଖାଯାଇଛି।

ପୂର୍ବରୁ ହୋଲି ଦିନ ପାକିସ୍ତାନରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ ସହ ବଳପୂର୍ବକ ବିବାହ କରାଯିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କୁ ଉଦ୍ଧାର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ । ପରେ ଏମାନଙ୍କ ସୁରକ୍ଷା ଉପରେ ପାକ୍‌ ସରକାର ପଦକ୍ଷେପ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ସର୍ବାଧିକ ସଂଖ୍ୟାଲଘୁ ଭାବେ ହିନ୍ଦୁ ରହିଛନ୍ତି। ତେବେ ଗତ କିଛି ମାସ ଧରି ଏମାନଙ୍କ ଉପରେ ନିର୍ଯ୍ୟାତନା ତଥା ହତ୍ୟା ବଢିବାରେ ଲାଗିଛି। ଏମାନଙ୍କ ସୁରକ୍ଷାକୁ ନେଇ ପାକିସ୍ତାନ ସରକାର ଏବେ ଚିନ୍ତାରେ ପଡିଛନ୍ତି।

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.