ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 30 ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 27, 2020, 11:09 AM IST

ବିଶ୍ବରେ କୋରୋନା ମହମାରୀ ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ 29 ଲକ୍ଷ 94 ହଜାର 958ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି ।

covid-19
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହମାରୀ ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ 29 ଲକ୍ଷ 94 ହଜାର 958ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି । ସେମାନଙ୍କ ମଧ୍ୟରୁ 8 ଲକ୍ଷ 78 ହଜାର 923ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 2 ଲକ୍ଷ 6 ହଜାର 997ଜଣଙ୍କ ମୃତ୍ୟୁ ହେଲାଣି ।

covid-19
ବିଶ୍ବରେ କୋରୋନା ଅପଡେଟ୍

ରବିବାର ଚୀନରେ ନୂଆ 11ଟି ମାମଲା ସାମ୍ନାକୁ ଆସିଛି । ଚୀନରେ ବର୍ତ୍ତମାନ ମୋଟ 82 ହଜାର 827ଟି ମାମଲା ରହିଛି । ଏମଧ୍ୟରେ 1000 ଜଣଙ୍କ କୋରୋନା ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ କିନ୍ତୁ ଦେଖିବାକୁ ମିଳି ନଥିଲା ।

20 ହଜାର ମୃତ୍ୟୁରେ ଇଟାଲୀ, ସ୍ପେନ୍ ଓ ଫ୍ରାନ୍ସ ପରେ ବ୍ରିଟେନ ହେଉଛି ଚତୁର୍ଥ ୟୁରୋପୀୟ ଦେଶ, ଯେଉଁଠାରେ କୋରୋନାର ଅଧିକ ପ୍ରଭାବ ରହିଛି। ଅନ୍ୟପକ୍ଷେ ଆମେରିକାରେ ମୃତ୍ୟୁ ସଂଖ୍ୟା 50 ହଜାରରୁ ଅଧିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.