ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 44 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା - COVID-19 update

ବିଶ୍ବରେ କୋରୋନା ଭାଇରସ ସ୍ଥିତି । ଏପର୍ଯ୍ୟନ୍ତ ମୋଟ 44 ଲକ୍ଷ 29 ହଜାର 235ଜଣ ସଂକ୍ରମିତ ହୋଇଥିବା ବେଳେ 2 ଲକ୍ଷ 98 ହଜାର 165 ଜଣଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : May 14, 2020, 12:57 PM IST

ହାଇଦ୍ରାବାଦ: ବିଶ୍ବରେ କୋରୋନା ଭାଇରସ ସ୍ଥିତି । ଏପର୍ଯ୍ୟନ୍ତ ମୋଟ 44 ଲକ୍ଷ 29 ହଜାର 235ଜଣ ସଂକ୍ରମିତ ହୋଇଥିବା ବେଳେ 2 ଲକ୍ଷ 98 ହଜାର 165 ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପକ୍ଷେ 16 ଲକ୍ଷ 58 ହଜାର 995ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଗୁରୁବାର ଚୀନରେ ନୂଆ 3ଟି କୋରୋନା ମାମଲା ସାମ୍ନାକୁ ଆସିଛି । ଚୀନ ହେଲଥ୍ କମିଶନ ଅନୁସାରେ 101ଜଣ କୋଭିଡ-19 ରେ ଚିକିତ୍ସିତ ହେଉଥିବା ବେଳେ 716ଜଣ ଆଇସୋଲେଟ୍ ହୋଇ ଅଛନ୍ତି ।

ଦକ୍ଷିଣ କୋରିଆରେ 24 ଘଣ୍ଟା ମଧ୍ୟରେ 29ଟି କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଛି । ସେଠାରେ ବର୍ତ୍ତମାନ ମୋଟ 10 ହଜାର 991ଜଣ ସଂକ୍ରମିତ ହୋଇଥିବା ବେଳେ 260 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.