ETV Bharat / international

ବିଶ୍ବରେ କୋରୋନା ଅପଡେଟ୍, 40 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 9, 2020, 11:13 AM IST

ବିଶ୍ବରେ କୋରୋନା ମହମାରୀ କରାଳ ରୂପ ନେବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ବରେ ମୋଟ 40 ଲକ୍ଷ 13 ଲକ୍ଷ 896ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହମାରୀ କରାଳ ରୂପ ନେବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ବରେ ମୋଟ 40 ଲକ୍ଷ 13 ଲକ୍ଷ 896ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି । ସେମାନଙ୍କ ମଧ୍ୟରୁ 13 ଲକ୍ଷ 85 ହଜାର 412ଜଣ ଆରୋଗ୍ୟ ହୋଇଥିବା ବେଳେ 2 ଲକ୍ଷ 76ହଜାର 235ଜଣଙ୍କର ମୃତ୍ୟୁ ହୋଇଛି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଦକ୍ଷିଣ କୋରିଆ ଶନିବାର ନୂଆ 18ଟି ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସେଠାରେ ମୋଟ 10 ହଜାର 840ଜଣ ଆକ୍ରାନ୍ତ ହୋଇଥିବା ବେଳେ 256ଜଣଙ୍କ ମୃତ୍ୟୁ ହୋଇଛି ।

ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ 29 ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସି ଅତି କମରେ 15 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣ ସିଓଲ୍ ମହାନଗରରେ ବିସ୍ତାର ହେବାର ଚିନ୍ତା ବଢାଇଥିଲା । ଦକ୍ଷିଣ କୋରିଆର 51 ନିୟୁତ ଲୋକଙ୍କ ମଧ୍ୟରୁ ଅଧା ସେଠାରେ ବାସ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.