ETV Bharat / international

ବିଶ୍ବରେ କୋରୋନା ଅପଡେଟ୍, 37 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା - ବିଶ୍ବରେ କୋରୋନା ଅପଡେଟ୍

ବିଶ୍ବରେ କୋରୋନା ମହାମାରୀ ଏପର୍ଯ୍ୟନ୍ତ 37 ଲକ୍ଷ 27 ହଜାର 802ଜଣଙ୍କୁ ସଂକ୍ରମିତ କରିସାରିଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : May 6, 2020, 12:12 PM IST

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ଏପର୍ଯ୍ୟନ୍ତ 37 ଲକ୍ଷ 27 ହଜାର 802ଜଣଙ୍କୁ ସଂକ୍ରମିତ କରିସାରିଲାଣି । ସେମାନଙ୍କ ମଧ୍ୟରୁ 12 ଲକ୍ଷ 42 ହଜାର 347ଜଣ ଆରୋଗ୍ୟ ହୋଇଥିବା ବେଳେ 2 ଲକ୍ଷ 58 ହଜାର 338ଜଣଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଦକ୍ଷିଣ କୋରିଆରେ 24 ଘଣ୍ଟା ମଧ୍ୟରେ ମାତ୍ର 2ଟି ନୂଆ ମାମଲା ସାମ୍ନାକୁ ଆସିଛି । କୋରିଆ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ ବୁଧବାର ମୋଟ 10 ହଜାର 806ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାସହ 255ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିମାନବନ୍ଦରରେ ସ୍କ୍ରିନିଂ ସମୟରେ ନୂତନ ମାମଲା ଚିହ୍ନଟ ହୋଇଛି ।

ଦକ୍ଷିଣ କୋରିଆରେ ସାମାଜିକ ଦୂରତାକୁ ଆଶ୍ବସ୍ତି ଦେବା ସହ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପପୁଲାର୍ ବେସବଲ୍ ଲିଗ୍ ର ନୂଆ ସିଜିନ୍ ମଧ୍ୟ ସେଠାରେ ଆରମ୍ଭ ହେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.