ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 26 ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା - corona virus update

କୋରୋନା ମହାମାରୀ ବିଶ୍ବର 26 ଲକ୍ଷ 37 ହଜାର 888 ଜଣଙ୍କୁ ଆକ୍ରାନ୍ତ କରିସାରିଥିବା ବେଳେ 1 ଲକ୍ଷ 84 ହଜାର 235ଜଣଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : Apr 23, 2020, 10:38 AM IST

ହାଇଦ୍ରାବାଦ: କୋରୋନା ମହାମାରୀ ବିଶ୍ବର 26 ଲକ୍ଷ 37 ହଜାର 888 ଜଣଙ୍କୁ ଆକ୍ରାନ୍ତ କରିସାରିଥିବା ବେଳେ 1 ଲକ୍ଷ 84 ହଜାର 235ଜଣଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ 7 ଲକ୍ଷ 17 ହଜାର 819ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ବୁଧବାର କହିଛନ୍ତି ଯେ, COVID-19 ସଙ୍କଟ ଶୀଘ୍ର ଶେଷ ହେବ ନାହିଁ, ଅନେକ ଦେଶ ଏହି ଭୂତାଣୁ ବିରୋଧି ଲଢେଇରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି।

ଚୀନରେ କୋରୋନା ଭାଇରସ ଦ୍ବାରା କୌଣସି ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି, କେବଳ 10 ଟି ନୂଆ ମାମଲା ସାମ୍ନାକୁ ଆସିଛି । ବିଶ୍ବର ମହାମାରୀର କେନ୍ଦ୍ର, ଉହାନର ସହରରେ ଚୀନର ଅଧିକାଂଶ ମୃତ୍ୟୁ ହୋଇଛି । ବର୍ତ୍ତମାନ COVID-19 ପାଇଁ ମାତ୍ର 69 ଜଣ ଲୋକ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ କେବଳ ଦୁଇଜଣ ଗୁରୁତର ଅବସ୍ଥାରେ ତାଲିକାଭୁକ୍ତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.