ETV Bharat / international

ବିଶ୍ବରେ କୋରୋନା ଅପଡେଟ୍; 25 ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା - corona virus update

କୋରୋନା ଭାଇରସ ମହାମାରୀ ବର୍ତ୍ତମାନ ସୁଦ୍ଧା ବିଶ୍ବର 24 ଲକ୍ଷ 81 ହଜାର 367ରୁ ଅଧିକ ସଂକ୍ରମିତ କରିସାରିଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : Apr 21, 2020, 12:12 PM IST

ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀ ବର୍ତ୍ତମାନ ସୁଦ୍ଧା ବିଶ୍ବର 24 ଲକ୍ଷ 81 ହଜାର 367ରୁ ଅଧିକ ସଂକ୍ରମିତ କରିସାରିଲାଣି। ସେମାନଙ୍କ ମଧ୍ୟରୁ 6 ଲକ୍ଷ 46 ହଜାର 862ଜଣ ସୁସ୍ଥ ହୋଇଥିବା ବେଳେ 1 ଲକ୍ଷ 70 ହଜାର 436 ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କୋରୋନା ଭାଇରସ କାରଣରୁ ଆମେରିକାରେ ଇମିଗ୍ରେସନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ସେ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରିଛନ୍ତି ।

ଏହି ଭାଇରସ କାଶ କିମ୍ବା ଛିଙ୍କରୁ ମାଇକ୍ରୋସ୍କୋପିକ୍ ବୁନ୍ଦା ଦ୍ବାରା ବିସ୍ତାର ହୁଏ। ଅଧିକାଂଶ ଲୋକଙ୍କ ମଧ୍ୟରେ କୋରୋନା ଭାଇରସ ସାମାନ୍ୟ କିମ୍ବା ମଧ୍ୟମ ଲକ୍ଷଣ ସୃଷ୍ଟି କରିଥାଏ, ଯେପରିକି ଜ୍ବର ଓ କାଶ । କେତେକଙ୍କ ପାଇଁ, ବିଶେଷକରି ବୟସ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ନିମୋନିଆ ଏବଂ ମୃତ୍ୟୁ ସମେତ ଅଧିକ ଗୁରୁତର ରୋଗର କାରଣ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.