ETV Bharat / international

କୋରୋନା ମୁକାବିଲା: 82 ଦେଶକୁ ସହାୟତା କରିବା ଚୀନ - ଚୀନ କୋରୋନା

ଚୀନ ବିଶ୍ବର 82 ଟି ଦେଶ, ଆନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂଗଠନ ଏବଂ ଆଫ୍ରିକୀୟ ୟୁନିଅନକୁ ରିଲିଫ ଘୋଷଣା କରିଛି । କୋରୋନା ମୁକାବିଲା ପାଇଁ ବଡ ପଦକ୍ଷେପ ସମେତ ମାନବ ସମାଜ ପାଇଁ ଓ ସାଧାରଣ ଭବିଷ୍ୟତ ଗଠନ ପାଇଁ ଚୀନ୍ ଏକ ବଡ ଦାୟିତ୍ବ ଗ୍ରହଣ କରୁଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 23, 2020, 11:35 PM IST

ବେଜିଂ: ବିଶ୍ବରେ ଏବେ କୋରୋନା ଆତଙ୍କରାଜ । ଅନେକ ରାଷ୍ଟ୍ର ପାଖରେ କୋରୋନା ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ନାହିଁ । ଏପରିସ୍ଥଳେ ଚୀନ ବିଶ୍ବର 82 ଟି ଦେଶ, ଆନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂଗଠନ ଏବଂ ଆଫ୍ରିକୀୟ ୟୁନିଅନକୁ ରିଲିଫ ଘୋଷଣା କରିଛି । କୋରୋନା ମୁକାବିଲା ପାଇଁ ବଡ ପଦକ୍ଷେପ ସମେତ ମାନବ ସମାଜ ପାଇଁ ଓ ସାଧାରଣ ଭବିଷ୍ୟତ ଗଠନ ପାଇଁ ଚୀନ୍ ଏକ ବଡ ଦାୟିତ୍ବ ଗ୍ରହଣ କରୁଛନ୍ତି ।

କୋଭିଡ -19 ମହାମାରୀ ବିଶ୍ବରେ ବ୍ୟାପିବାରେ ଲାଗିଛି। ଚୀନ ଡାକ୍ତରୀଦଳ ଏହି ମହାମାରୀର ବିଶ୍ବସ୍ତରୀୟ ଲଢେଇରେ ଅନେକ ଉପାୟରେ ଅଂଶଗ୍ରହଣ କରୁଛନ୍ତି | ଚୀନ ଡାକ୍ତରୀଦଳ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଦେଶକୁ ଚୀନ କୋରୋନା ମୁକାବିଲା ଅଭିଜ୍ଞତାକୁ ପରିପ୍ରକାଶ କରୁଛନ୍ତି ।

ଚୀନ ବିଶେଷଜ୍ଞ ଚୁଙ୍ଗ୍ ନାନଶାନ୍ ଓ ତାଙ୍କ ଟିମ୍‌ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଆମେରିକୀୟ କଲେଜ ଅଫ୍ ମେଡିସିନ୍ ସହିତ ଏକ ଭିଡିଓ ସମ୍ମିଳନୀରେ କୋରୋନା ଦ୍ବାରା ଗୁରୁତର ସଂକ୍ରମିତ ରୋଗୀଙ୍କ ଚିକିତ୍ସା ବିଷୟରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.