ETV Bharat / international

5.5 ତୀବ୍ରତା ଭୂକମ୍ପରେ ଥରିଲା ପପୁଆ ନ୍ୟୁଗିନି

author img

By

Published : Mar 3, 2022, 12:46 PM IST

ଭୂକମ୍ପ ଝଟକାରେ ଥରିଲା ପପୁଆ ନ୍ୟୁ ଗିନି(Earthquake in Papua New Guinea) । ପୂର୍ବ ପାପୁଆ ନ୍ୟୁ ଗିନିରେ 5.5 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

5.5 ତୀବ୍ରତା ଭୂକମ୍ପରେ ଥରିଲା ପପୁଆ ନ୍ୟୁଗିନି
5.5 ତୀବ୍ରତା ଭୂକମ୍ପରେ ଥରିଲା ପପୁଆ ନ୍ୟୁଗିନି

ପୋର୍ଟ ମୋରେସବି: ଶକ୍ତିଶାଳୀ ଭୂକମ୍ପରେ ଥରିଲା ପପୁଆ ନ୍ୟୁଗିନି(Earthquake in Papua New Guinea )। ରିକ୍ଟର ସ୍କେଲରେ ତୀବ୍ରତା 5.5 ରେକର୍ଡ କରାଯାଇଛି । ଗତକାଲି(ବୁଧବାର) ରାତି ପ୍ରାୟ 10ଟା 53 ମିନିଟରେ ଭୂକମ୍ପ ଅନୂଭୁତ ହୋଇଛି । ପପୁଆ ନ୍ୟୁଗିନିର କୋକୋପୋ ଠାରୁ 63 କିଲୋମିଟର ଦକ୍ଷିଣରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର(USGS) ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ଗଭୀରତା 41.69 କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦ୍ରାଘିମା 4.9103 ଓ ଅକ୍ଷାଂଶ 152.2002 ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.