ETV Bharat / international

ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ମେଡିକାଲରେ ଭର୍ତ୍ତି:ବିଟ୍ରିଶ୍ କାର୍ଯ୍ୟାଳୟ

author img

By

Published : Apr 6, 2020, 9:46 AM IST

ବିଶ୍ବର 12.70 ଲକ୍ଷ ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଗତ ରବିବାର ବିଟ୍ରିଶ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍ ମେଡିକାଲରେ ଭର୍ତ୍ତି ହୋଇଥିବା ବିଟ୍ରିଶ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

corona
ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ମେଡିକାଲରେ ଭର୍ତ୍ତି

ଇଂଲଣ୍ଡ: ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି କରିଛି କୋରୋନା ଭାଇରସ । ବିଶ୍ବର 12.70 ଲକ୍ଷ ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଗତ ରବିବାର ବିଟ୍ରିଶ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍ ମେଡିକାଲରେ ଭର୍ତ୍ତି ହୋଇଥିବା ବିଟ୍ରିଶ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ବିଟ୍ରିଶ୍ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ଠାରେ ଏବେ ମଧ୍ୟ କୋରୋନା ଲକ୍ଷଣ ଦେଖାଯାଇଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁଣିଥରେ ପ୍ରଧାନମନ୍ତ୍ରୀ ଜନସନଙ୍କ ଟେଷ୍ଟ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.