ETV Bharat / international

ପଶ୍ଚିମ କାବୁଲରେ ବୋମା ବିସ୍ଫୋରଣ, 53 ମୃତ

author img

By

Published : May 9, 2021, 8:01 AM IST

Updated : May 9, 2021, 8:15 AM IST

ପଶ୍ଚିମ କାବୁଲରେ ବୋମା ବିସ୍ଫୋରଣ । ଏଥିରେ 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଆହାତ । ଅଧିକ ପଢନ୍ତୁ...

At least 25 killed, over 50 injured after bomb blast near school in Kabul
ପଶ୍ଚିମ କାବୁଲରେ ବୋମା ବିସ୍ଫୋରଣ, 53 ମୃତ

ଆଫଗାନିସ୍ତାନ: ପଶ୍ଚିମ କାବୁଲର ଏକ ସ୍କୁଲ ନିକଟରେ ବୋମା ବିସ୍ଫୋରଣ । ଏଥିରେ 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଆହାତ ହୋଇଛନ୍ତି । ଏନେଇ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ଆଫଗାନିସ୍ତାନର ବାଗଲାନ ପ୍ରଦେଶରେ ତାଲିବାନୀଙ୍କ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ପ୍ରତିପକ୍ଷ ଆକ୍ରମଣ ଆରମ୍ଭ ହୋଇଥିଲା । ଏଥିରେ ଏକାଧିକ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଗତ 48 ଘଣ୍ଚା ମଧ୍ୟରେ ବହୁ ସଂଖ୍ୟାରେ ସଶସ୍ତ୍ର ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ନାହରିନ୍, ବାଗଲାନ୍-ଇ-ମାର୍କାଜାଇ ଏବଂ ଡାହନ୍-ଇ-ଘୋରି ଜିଲ୍ଲା ଉପରେ ତାଲିବାନ ଆକ୍ରମଣକୁ ବନ୍ଦ କରାଯାଇଛି । ଖୁବ ଶିଘ୍ର ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରାଯିବ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି । ତାଲିବାନୀମାନେ ଗତ କିଛି ଦିନ ମଧ୍ୟରେ ବାଗଲାନ ପ୍ରଦେଶରେ ପ୍ରବେଶ କରିଛନ୍ତି । ସେପଟେ, ଗତ ଦୁଇ ଦିନ ମଧ୍ୟରେ ଏହି ଅପରେସନରେ ପ୍ରାୟ 100 ତାଲିବାନ ଯୁଦ୍ଧବିମାନକୁ ନଷ୍ଟ କରାଯାଇଛି ବୋଲି ବାଗଲାନରେ ସଶକ୍ତୀକରଣ ବାହିନୀର ସଦସ୍ୟ ବ୍ରିଗେଡିୟର୍ ସଫିହୁଲ୍ଲା ମହମ୍ମଦ କହିଛନ୍ତି ।

@ANI

Last Updated : May 9, 2021, 8:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.