ETV Bharat / international

ବାଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ, 7 ପାକିସ୍ତାନୀ ଯବାନ ମୃତ

ପାକିସ୍ତାନ ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସ(ଆଇଏସପିଆର) ଏହି ସୂଚନା ଅନୁସାରେ ବାଲୁଚିସ୍ତାନରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର 7 ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଛି ।

soldiers dead in Balochistan
soldiers dead in Balochistan
author img

By

Published : May 19, 2020, 4:39 PM IST

କ୍ବୋଟା: ବାଲୁଚିସ୍ତାନରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର 7 ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସ(ଆଇଏସପିଆର) ଏହି ସୂଚନା ପ୍ରଦାନ କରିଛି ।

ଆଇଏସପିଆରନ ବିବୃତ୍ତି ଅନୁଯାୟୀ, ଆତଙ୍କବାଦୀମାନେ ଆଇଡି ବ୍ୟବହାର କରି ସେନା ଗାଡିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 6 ପାକିସ୍ତାନ ଯବାନ ନିହତ ହୋଇଥିଲେ ।

ସେହିପରି ଦ୍ବିତୀୟ ଘଟଣାରେ କେଚ ଅଞ୍ଚଳରେ ଆତଙ୍କବାଦୀ ଓ ସେନା ଗୁଳି ବିନିମୟରେ 1ଜଣେ ପାକିସ୍ତାନୀ ଯବାନ ପ୍ରାଣ ହରାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.