ETV Bharat / international

କାର ବିସ୍ଫୋରଣରେ ଥରିଲା କାବୁଲ, 7 ମୃତ

author img

By

Published : Nov 13, 2019, 12:10 PM IST

ପୁଣି ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । କାରରେ ବିସ୍ଫୋରଣରେ 7 ମୃତ୍ୟୁ ।

କାର ବିସ୍ଫୋରଣରେ ଥରିଲା କାବୁଲ

କାବୁଲ: କିଛି ଦିନର ବ୍ୟବଧାନ ପରେ ପୁଣି ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । କାରରେ ବୋମ ବିସ୍ଫୋରଣ ଘଟି 7 ମୃତ୍ୟୁ, 7 ଆହତ । ଘଟଣାଟି ଆଜି(ବୁଧବାର) ୱସାବ ପୋଲିସ ଜିଲ୍ଲାର 15ରେ ଘଟିଛି ।

ସେପଟେ, ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଦ୍ବାରା ଶତାଧିତ ଯାନବାହନ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାଏଁ, ଘଟଣାରେ ଆକ୍ରମଣକାରୀଙ୍କ ବିଷୟରେ କୌଣସି ସୂଚନା ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.