ETV Bharat / international

ଭୂକମ୍ପରେ ଥରିଲା ଇଣ୍ତୋନେସିଆ

author img

By

Published : May 3, 2021, 7:08 AM IST

ଭୂକମ୍ପରେ ଥରିଲା ଇଣ୍ତୋନେସିଆ । 5.7 ତିବ୍ରତାର ଭୂକମ୍ପ ଅନୁଭୂତ । ଅଧିକ ପଢନ୍ତୁ...

5.7 magnitude quake strikes off western Indonesia earthquake
ଭୂକମ୍ପରେ ଥରିଲା ଇଣ୍ତୋନେସିଆ

ଜାକର୍ତା: ଭୂକମ୍ପରେ ଥରିଲା ଇଣ୍ତୋନେସିଆ । ସୋମବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ପଶ୍ଚିମ ସୁମାତ୍ରା ପ୍ରଦେଶରେ 5.7 ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ପାଣିପାଗ ବିଭାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଜିଓଲୋଜିକାଲ ସର୍ଭେ ଅନୁସାରେ ବିଳମ୍ବିତ ରାତି 12ଟା 46 ମିନିଟ୍‌ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ମେଣ୍ଟାୱାଇ ଦ୍ୱୀପପୁଞ୍ଜ ଜିଲ୍ଲାର ଦକ୍ଷିଣ-ପୂର୍ବ ଟୁପେଜାଟ ଗ୍ରାମରେ 35 କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏହାର ଗଭୀରତା 29 କିମି ପର୍ଯ୍ୟନ୍ତ ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.