ETV Bharat / international

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, 44 ମୃତ - ଇଣ୍ଡୋନେସିଆରେ ପ୍ରାକୃତିକ ବିପର୍ଯ୍ୟୟ

ଇଣ୍ଡୋନେସିଆରେ ପ୍ରାକୃତିକ ବିପର୍ଯ୍ୟୟ ଘଟି 44 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, 44 ମୃତ
ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, 44 ମୃତ
author img

By

Published : Apr 4, 2021, 6:21 PM IST

ଜାକ୍ରାତା: ଇଣ୍ଡୋନେସିଆର ଦକ୍ଷିଣାଞ୍ଚଳରେ ରବିବାର ବନ୍ୟା ଓ ଭୂସ୍ଖଳନ ଘଟି ପ୍ରାୟ 44 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଅଘଟଣରେ 7 ଜଣ ନିଖୋଜ ଥିବା ଜାତୀୟ ବିପର୍ଯ୍ୟୟ ହ୍ରାସ ଏଜେନ୍ସିର ମୁଖପାତ୍ର ରାଦିତ୍ୟ ଜତି କହିଛନ୍ତି ।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ଲାମାନିଲି ଗ୍ରାମର 38 ଜଣ ଲୋକ ପ୍ରାଣ ହରାଇଥିବାବେଳେ ୱାଇବୁରାକ ଗ୍ରାମରେ 3 ଜଣ, ଓୟାଙ୍ଗ ଜିଲ୍ଲାରେ 3 ଜଣ ପ୍ରାଣ ହରାଇଛନ୍ତି । ଶନିବାର ମଧ୍ୟରାତ୍ର ସମୟରେ ଗ୍ରାମକୁ ଲାଗି ରହିଥିବା ପାହାଡ ଚାରିପାଖରୁ ମାଟିଗୁଡିକ ଖସିଥିଲା । ତେବେ ଏହି ମାଟିଗୁଡିକ ଲାମାନିଲି ଗ୍ରାମର ପ୍ରାୟ 50ଟି ଘର ଉପରେ ପଡିଥିଲା । ଅନ୍ୟପଟେ ଏହି ଅଞ୍ଚଳରେ କିଛି ଘଣ୍ଟା ଧରି ପ୍ରବଳ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.