ETV Bharat / international

ଷୋହଳ ଆତଙ୍କୀକୁ ମାରିଲା ଆଫଗାନୀ ସେନା - afghan

ଆଫଗାନ ସେନାର ଅପରେସନରେ 16 ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏହା ସହ 21 ଜଣ ଆତଙ୍କବାଦୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ଦେଇଛି ସେନା ।

ଫଟୋ ସୌଜନ୍ଯ: ଏଏନଆଇ
author img

By

Published : May 14, 2019, 2:30 PM IST

ଫାରହା: ଅଫଗାନିସ୍ତାନବାଦ ସେନାକୁ ମିଳିଛି ବଡ ସଫଳତା । ସେନାର ଚଳାଇଥିବା ଅପରେସନରେ ଟଳି ପଡିଛନ୍ତି 16 ଜଣ ତାଲିବାନ ଆତଙ୍କୀ । ଏହି ଘଟଣାରେ ଜଣେ ସେନା କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ଜିଲ୍ଲାର ତଲାସୀ ଫାଟକ ନିକଟରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିଚାଳନା । ଆଫଗାନୀ ସେନା ଫୋର୍ସ ଏହି ଅପେରସନକୁ ସଫଳ କରିବା ପାଇଁ ଚଳାଇଥିଲା ଜୋରଦାର ଉଦ୍ଯମ । ପାଖାପାଖି 21 ଜଣ ଆତଙ୍କବାଦୀ ଆହତ ହୋଇଥିବା କହିଛି ସେନା ।

ଏହା ସହ ସେନା 2 ଲ୍ଯାଣ୍ଡମାଇନ୍ ବୋମା ଉଦ୍ଧାର କରି ତାଲିବାନ ପ୍ରସ୍ତୁତ କରିଥିବା ବ୍ଲ୍ୟୁ ପ୍ରିଣ୍ଟକୁ ବିଫଳ କରିଛି ।

SLUG-ROAD CLOSED
AVB-MRUTYUNJAY SENAPATI,MAYURBHANJ
DATE-14.05.2019
ANCHOR-ପାଣି ପାଇଁ ରାସ୍ତା ରୋକ, ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ରେ ଦେଖି ବାକୁ ମିଳିଛି ଏ ଭଳି ଦୃଶ୍ୟ। ବାରିପଦା ସହର ର 25 ନମ୍ବର ୱାର୍ଡ ବାସୀ ପିଇବା ପାଣି ସମସ୍ୟା କୁ ନେଇ ଆଜି ବାରିପଦା-ଜଳେଶ୍ବର ରାସ୍ତା ପାଲବଣି  ପ୍ରୀନ୍ସ କଲେଜ ସମ୍ମୁଖରେ ଗରା ବାଳଟି ଧରି ଅଭିନବ ଉପାୟରେ ରାସ୍ତା ରୋକ କରିଥିଲେ। ୱାର୍ଡ ବାସୀ ଙ୍କ ଅଭିଯୋଗ ୱାର୍ଡ ରେ ପାଣି ପାଇଁ ସଂଯୋଗ ହୋଇଅଛି କିନ୍ତୁ ପିଇବା ପାଣି ଆସୁନାହିଁ ତେବେ ସବୁଠାରୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ୱାର୍ଡ କୁ ପାଣି ସଂଯୋଗ ହୋଇ ପାଣି ଆସିଥିଲା।ନିର୍ବାଚନ ସରିବା ର ଦୁଇ ଦିନ ପରେ ହଠାତ ପାଣି ବନ୍ଦ ହୋଇଅଛି ଯେ ଆଜି ପର୍ଯ୍ୟନ୍ତ ପାଣି ଆସୁନାହିଁ। ୱାର୍ଡ ବସି ଏ ନେଇ ବାରିପଦା ପୌରପରିଷଦ ରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନାହିଁ। ଆଜି ୱାର୍ଡ ର ମହିଳା ମାନେ ପାଣି ପାଇଁ ହାତରେ ଗରା, ବାଲ୍ଟି ଧରି ରାଜରାସ୍ତା ଓହ୍ଲାଇଛନ୍ତି। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ବାରିପଦା ସଦର ଥାନା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି। ତେବେ ପାଣି ସଂଯୋଗ ନ ହେଲେ ରାସ୍ତା ରୁ ହଟିବେ ନାହିଁ ବୋଲି କହିଛନ୍ତି ୱାର୍ଡ ବାସୀ।

Visual Byte MOJO

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.