ETV Bharat / international

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ, 12 ମୃତ

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଅତିକମରେ 12 ଜଣଙ୍କର ମୃତ୍ୟୁ ଘଟିଛି ।ମୃତକମାନେ ଆଫଗାନିସ୍ତାନ ବାଗଲାନର ପ୍ରାଦେଶିକ ପରିଷଦର ପୂର୍ବତନ ସଦସ୍ୟ ମହବୁବୁଲ୍ଲା ଗଫାରିଙ୍କ ନିକଟତର ଥିଲେ ବୋଲି ଜଣାପଡିଛି ।

author img

By

Published : Aug 5, 2020, 5:07 PM IST

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ
ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ

କାବୁଲ: ବୁଧବାର ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଅତିକମରେ 12 ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ଆଫଗାନିସ୍ତାନ ବାଗଲାନର ପ୍ରାଦେଶିକ ପରିଷଦର ପୂର୍ବତନ ସଦସ୍ୟ ମହବୁବୁଲ୍ଲା ଗଫାରିଙ୍କ ନିକଟତର ଥିଲେ ବୋଲି ଜଣାପଡିଛି ।

ବାଗଲାନ-ସାମଙ୍ଗାନ ରାଜପଥରେ ବୁଧବାର ସକାଳେ ତାଲିବାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ମହବୁବୁଲ୍ଲା ଗଫାରିଙ୍କ 12 ଜଣ ନିକଟତର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.